www.samajalive.in
Wednesday, December 10, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଏସୀୟ କ୍ରୀଡା ; ତୀରନ୍ଦାଜରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ..

ପୁରୁଷ ଟିମ୍‌‌ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ..

- Advertisement -

୨୧ ସ୍ୱର୍ଣ୍ଣ,୩୧ ରୌପ୍ୟ,୩୨ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୮୪..

ବିପିୟୁଟି ଟେକ୍ନୋଲୋଜି କାର୍ଣ୍ଣିଭାଲ..ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଏନଡିଏରୁ ଓହରିଲେ ଅଭିନେତା ତଥା ରାଜନେତା ପୱନ କଲ୍ୟାଣ..

ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ଘୋଷଣା..

ମୋହନା : ବିରୁଡି ଆକ୍ରମଣରେ ୫ ଜଣ ଶ୍ରମିକ ଗୁରୁତର..

ଖାରିକୁଆ ଗାଁରେ କାଜୁ ବଗିଚାରେ କାମ କଲା ବେଳେ ଆକ୍ରମଣ..

ଭୁବନେଶ୍ୱର : ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ..

ସୋମାଲିକା ବଦଳରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ..

କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ କଲେ ଆବେଦନ..

ଆରମ୍ଭ ହେଲା କ୍ରିକେଟ ମହାସମର ବିଶ୍ୱକପ କ୍ରିକେଟ୍‌‌..

ଅହମ୍ମଦାବାଦରେ ଉଦଘାଟନୀ ମୁକାବିଲା.. ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌‌..

ସିକ୍କିମ୍‌‌ ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସହିଦ୍‌‌..

କଟକ ଓଏମପି ଛକ ନିକଟରେ ଟ୍ରକ ଓ ବାଇକ୍ ମୁହାଁ ମୁହିଁ ଧକ୍କା..

ଜଣଙ୍କର ମୃତ୍ୟୁ ଓ ଅନ୍ୟଜଣେ ଗୁରୁତର ଆହତ ..

ଟ୍ରକଟିକୁ ଚାଉଳିଆଗଞ୍ଜ ଥାନା ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories