www.samajalive.in
Tuesday, December 9, 2025
17.1 C
Bhubaneswar

୨୬ରେ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ

ଡେସ୍କ: ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ (IPACC) ଚଳିତ ମାସ ୨୬ ଓ ୨୭ରେ ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ତିରିଶରୁ ଅଧିକ ସେନା ମୁଖ୍ୟ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ସୁରକ୍ଷା ସହଯୋଗ ଏବଂ ସାମୂହିକ ରଣନୀତି ଉପରେ ବିଚାର ବିମର୍ଶ କରାଯିବ। ଏଥିରେ ପାରସ୍ପରିକ ସ୍ୱାର୍ଥ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦେଖା ଦେଉଥିବା ସଙ୍କଟ ସମାଧାନରେ ସାମରିକ କୂଟନୀତିର ଭୂମିକା ଉପରେ ମଧ୍ୟ ଆଲୋଚନା ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories