www.samajalive.in
Monday, December 8, 2025
17.1 C
Bhubaneswar

ଅମିତାଭଙ୍କୁ ସୟାଜୀ ରତ୍ନ ସମ୍ମାନ

ଭଦୋଦରା : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ମଙ୍ଗଳବାର ତୃତୀୟ ସୟାଜୀ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଛି। ସମାଜସେବା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ଭିତ୍ତିରେ ଅମିତାଭଙ୍କୁ ଏହି ସମ୍ମାନ ଦିଆଯାଇଛି।

ଭଦୋଦରାର ପୂର୍ବତନ ଶାସକ ସୟାଜୀରାଓ ଗାଏକୱାଡ଼ ତୃତୀୟଙ୍କ ସ୍ମୃତିରେ ୨୦୧୩ରେ ଏହି ସମ୍ମାନର ଶୁଭାରମ୍ଭ କରାଯାଇଥିଲା। ପୂର୍ବରୁ ଏହି ସମ୍ମାନ ଇନଫୋସିସ୍‍ ର ସହ-ପ୍ରତିଷ୍ଠାତା ଏନ୍‍ ଆର୍‍ ନାରାୟଣ ମୂର୍ତ୍ତି ଓ ଶିଳ୍ପପତି ରତନ ଟାଟାଙ୍କୁ ମିଳିଛି।

- Advertisement -

ଲକ୍ଷ୍ମୀ ବିଳାସ ପ୍ୟାଲେସରେ ଆୟୋଜିତ ହୋଇଥିବା ଏକ ସମାରୋହରେ ବଚ୍ଚନ କହିଥିଲେ, ସେ ଉତ୍ତର ପ୍ରଦେଶର ୧,୩୯୮ ଜଣ ଓ ମହାରାଷ୍ଟ୍ରର ୩୫୦ ଜଣ ଚାଷୀଙ୍କ ଋଣ ସୁଝିଛନ୍ତି। ତାଙ୍କ କହିବା ଅନୁସାରେ, ଏପରି ପଦକ୍ଷେପ ତାଙ୍କୁ ଆନ୍ତରିକ ଶାନ୍ତି ଦେଇଥାଏ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories