www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

-କଟକ : ଅକ୍ଟୋବର ୧୫(ରବିବାର)ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା; ଓପିଏସ୍‌ସି ପକ୍ଷରୁ ସୂଚନା…..

-ତୋଷଖାନା ମାମଲା : ଜାମିନ ମିଳିବାର କିଛି ସମୟ ପରେ ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍…

- Advertisement -

-ଭୁବନେଶ୍ବର : ନନ୍ଦନବିହାରରେ ବାପପୁଅଙ୍କୁ ବାନ୍ଧି ଲୁଟ୍‌ ଘଟଣା : ଆଉ ୫୦ ଲକ୍ଷ ଟଙ୍କା ଜବତ୍‌…

-ବୌଦ୍ଧ : ବଂଶଲ ଟ୍ରେଡ଼ର୍ସରେ ଜିଏସ୍‌ଟି ଚଢ଼ାଉ : ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା….

-ଇଣ୍ଡାେନେସିଆରେ ଭୂକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ ହୋଇଥିବା ସୂଚନା…

-ଆସନ୍ତା ୧୩ରେ ଆସିବେ ଇସିଆଇ ଅଧିକାରୀ : ରାଜ୍ୟର ସମସ୍ତ ଜିଲାପାଳଙ୍କ ସହିତ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି….

-ନାଗରିକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିଲା ୩୫ଏ : ସୁପ୍ରିମକୋର୍ଟ….

– ବଲାଙ୍ଗୀର : ସିନ୍ଧେକେଲାରେ ଡାଇରିଆ ଆତଙ୍କ, ଭୁବନେଶ୍ବରରୁ ଗଲେ ଦୁଇ ଜଣିଆ ଡାକ୍ତରୀ…..

– ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ….

– ବଲାଙ୍ଗୀର : କଣ୍ଟାବାଞ୍ଜି ଜେଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଜେଲ ବିଭାଗ : ଆସନ୍ତା ୫ ତାରିଖ ସୁଦ୍ଧା ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା….

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories