ଅନୁଗୁଳ: ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଉଦ୍ଧାର ହୋଇଛି। କିଆକଟା ଥାନା ବାରେଣୀ ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ମିଳିଛି। ନିଖୋଜ ନାବାଳକର ମୃତ୍ୟୁ ନେଇ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି ଏବଂ ପୁଲିସ ଭ୍ୟାନ ଜାଳି ଦେଇଛନ୍ତି। ମା’ ସହ ମନ୍ଦିରରେ ଅଧିଆ ପଡ଼ିଥିବା ନାବାଳକ ନିଖୋଜ ହୋଇଯାଇଥିଲା। ସକାଳୁ ନାବାଳକକୁ ନ ପାଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।
Popular Categories



