www.samajalive.in
Tuesday, December 9, 2025
16.1 C
Bhubaneswar

ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ବିଭୁଙ୍କ ପ୍ରଦର୍ଶନୀ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ’ କାର୍ଯ୍ୟକ୍ରମରେ ଖ୍ୟାତନାମା ଫ୍ୟାସନ ଡିଜାଇନର୍‍ ବିଭୁ ମହାପାତ୍ର ତାଙ୍କ ପରିଧାନ ସମାଗ୍ରୀର ପ୍ରଦର୍ଶନ କରିଛନ୍ତି।

- Advertisement -

ଶୀତର ଆଗମନରେ ଆଜିର ଯୁଗରେ ମହିଳାଙ୍କ ରୁଚିକୁ ଦୃଷ୍ଟିରେ ରଖି ଶ୍ରୀ ମହାପାତ୍ର ତାଙ୍କ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ୫୦ରୁ ଊର୍ଦ୍ଧ୍ବ ମହିଳା ର‍୍ୟାମ୍ପରେ ବିଭୁଙ୍କ ସାମଗ୍ରୀକୁ ପରିଧାନ କରି ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ। ଏହି ପ୍ରଦର୍ଶନୀର ବିଶେଷ ଆକର୍ଷଣ ଥିଲା ଓଡ଼ିଶାରେ ନିର୍ମିତ ଲୁଗା ଓ ହସ୍ତକଳାରେ ନିର୍ମିତ ଡିଜାଇନର ଡ୍ରେସ। ଓଡ଼ିଶାର ସମ୍ବଲପୁରୀ, ପାଟ ପ୍ରମୁଖ ଶାଢୀକୁ ଆଧୁନିକ ଢଙ୍ଗରେ ପରିବେଶଣ କରିଥିଲେ ବିଭୁ।

ଏହି ପ୍ରଦର୍ଶନୀରେ ଖ୍ୟାତନାମା ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories