www.samajalive.in
Monday, December 8, 2025
24.1 C
Bhubaneswar

୯୦% କ୍ଷୀର ଅପମିଶ୍ରିତ ନୁହେଁ : ଏଫଏସଏସଆଇ ରିପୋର୍ଟ

ନୂଆଦିଲ୍ଲୀ : ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫଏସଏସଆଇ) ରିପୋର୍ଟ ଅନୁସାରେ ଦେଶରେ ୯୦% ଦୁଗ୍ଧ ପିଇବା ଯୋଗ୍ୟ। ବଳକା ୧୦% ଦୁଗ୍ଧରେ ଅକସି-ଟେଟ୍ରାସାଇକ୍ଲିନ ମାତ୍ରା ମିଳିଛି। ୩% ଦୁଗ୍ଧରେ ଆମୋନିୟମ ସଲଫେଟ୍‍ର ମାତ୍ରା ରହିଛି। ଏଫଏସଏସଆଇ ସିଇଓ ପବନ ଅଗ୍ରୱାଲଙ୍କ କହିବା ଅନୁସାରେ ଗତ ମେ’ ରୁ ଅକ୍ଟୋବର ମାସ ମଧ୍ୟରେ ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳରୁ ୬,୪୩୨ ନମୁନା ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ୨୦୧୧ ଏବଂ ୨୦୧୬ ରେ ଏହି ସର୍ଭେ କରାଯାଇଥିଲା। କେଉଁ ରାଜ୍ୟରେ ସବୁଠାରୁ ଅଧିକ ଅପମିଶ୍ରଣ କରାଯାଉଛି ସେ ନେଇ ଏଫଏସଏସଆଇ ସ୍ପଷ୍ଟିକରଣ ଦେଇନାହିଁ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories