ଭାରତର ଫାର୍ମାସିଉଟିକାଲ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଉଦ୍ୟମ ହେଉଛି : ମାଣ୍ଡଭ୍ୟ..
ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା.. ସାମ୍ବାଦିକ ସମ୍ମିଳନୀରେ ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ ସୂଚନା.. ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ.. ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ.. ପୂର୍ବରୁ ହେଉଥିବା ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ..
ଭବିଷ୍ୟତର ଇନ୍ଧନ ହେଉଛି ହାଇଡ୍ରୋଜେନ – ନିତିନ ଗଡ଼କରୀ..
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପୁଣି ଆରମ୍ଭ ହେବ.. ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପାଇଁ ଫର୍ମ ଫିଲଅପ୍.. ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା.. ଏହା ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ..
ଅନ୍ୟାଦେଶ ଯାଏଁ ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ.. ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ପରେ ପ୍ରଶାସନର ନିଷ୍ପତ୍ତି.. ଓବିସିସି ସହ ବୈଠକ ପରେ କେବେ ଖୋଲିବ ସେନେଇ ନିଆଯିବ ନିଷ୍ପତ୍ତି..
ପ୍ରତି ପଞ୍ଚାୟତକୁ ମୋ ବସ୍ ଚଲାଇବା ପାଇଁ ନିଷ୍ପତ୍ତି .. ସୂଚନା ଦେଲେ ପରିବହନ ସଚିବ ଉଷା ପାଢୀ.. ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ.. ପ୍ରଥମ ପର୍ଯ୍ୟାୟରେ ରହିବ ୬ଟି ଜିଲା..
କନ୍ଧମାଳ ତୁମୁଡିବନ୍ଧ ବୁଢାନଈ ସଂରକ୍ଷିତ ଜଙ୍ଗଲରେ ପୁଲିସ-ନକ୍ସଲ ଗୁଳି ବିନିମୟ.. ଏସ୍ଓଜି ଯବାନଙ୍କ ସହ ମୁହାଁମୁହିଁ.. ନକ୍ସଲଙ୍କ ଛତ୍ରଭଙ୍ଗ.. ଘଞ୍ଚ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ସହ କ୍ୟାମ୍ପରେ ରକ୍ତ ଛଟା ଠାବ.. ବହୁ ମାଓ ସାମଗ୍ରୀ ଜବତ.. ତଲାସି ଅଭିଯାନ ଜାରି..
ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ.. ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ.. ସମ୍ବଲପୁର ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ..
ବଲାଙ୍ଗୀର : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ.. ପାଟଣାଗଡ ତମିଆ ଛକରେ ଦୁର୍ଘଟଣା.. ଦୁର୍ଘଟଣା ବେଳେ ଗାଡିରେ ନିଜେ ସାଂସଦ ନଥିଲେ ବୋଲି କହିଛନ୍ତି..
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଆକାରରେ ପ୍ରଦାନ ନିଷ୍ପତ୍ତିକୁ ବିରୋଧ.. ନଗଦ ପ୍ରଦାନ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଲେଖିଲେ ଚିଠି..
ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଓ ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ.. ବେଆଇନ ଦେଶୀ ମଦ ରଖିବା ଓ ବିକ୍ରି ଅଭିଯୋଗରେ ୧୬ ଗିରଫ.. ବିପୁଳ ପରିମାଣରେ ମଦ ଜବତ କରି କରାଗଲା ନଷ୍ଟ..



