www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..

କେନ୍ଦ୍ରାପଡ଼ା ପାଟକୁରା ବଜାର ନିକଟରେ କଂପ୍ୟୁଟର କ୍ଲାସରୁ ଫେରୁଥିବା ବେଳେ ନାବାଳିକା ଛାତ୍ରୀକୁ ଛୁରାମାଡ଼.. ନାବାଳକ ଥାନାରେ ଅଟକ..

- Advertisement -

ଅପରେସନ କାବେରୀ ଅଧୀନରେ ସୁଦାନରୁ ଦିଲ୍ଲୀ ଫେରିଲେ ଆଉ ୩୨୮ ଭାରତୀୟ .. ଏ ଯାଏ ଫେରିଲେଣି ୩ ହଜାରରୁ ଅଧିକ ଭାରତୀୟ..

ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି..

ରାଜ୍ୟରେ ୪ ରୁ ୫ ଦିନ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା.. ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ଆଜି ସୂଚନା ମିଳିଛି..

ଭବାନୀପାଟଣା : ମ.ରାମପୁର ଥାନା ଆଇଆଇସିଙ୍କୁ ଘେରିଲେ ଗାଁ ଲୋକେ..

ମୃତଦେହ ଉଦ୍ଧାର ପରେ ତେନ୍ତୁଳିକୁପା ଗାଁ ଯାଇଥିବା ବେଳେ ଘେରିଲେ..

ତଦନ୍ତ ଦାବିରେ ଘଣ୍ଟାଏରୁ ଅଧିକ ସମୟ ଘେରି ରଖିଛନ୍ତି..

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା..

ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ..

ମେ’୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଉଡାଣ..

ଜୁନ ୩ରୁ ଭୁବନେଶ୍ୱର ସିଙ୍ଗାପୁର ଓ ବ୍ୟାଙ୍କକ୍‌‌କୁ ଉଡିବ..

ଆସନ୍ତା ୫ ତାରିଖରେ ଓଡିଶା ଆସିପାରନ୍ତି ନୀତିଶ କୁମାର.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଚର୍ଚ୍ଚା..

ଆନ୍ଧ୍ର ଇଚ୍ଛାପୁର ବାହୁଦା ନଦୀ ଉପରେ ପୁରୁଣା ପୋଲ ଭୁଶୁଡିଲା..

ଗ୍ରାନାଇଟ ବୋଝେଇ ଟ୍ରକ ଯିବା ବେଳେ ଓଭର ଲୋଡିଂରୁ ଭୁଶୁଡିଲା.. ଚାଳକ ଆହତ..

ଯାତ୍ରୀବାହୀ ଗାଡି ହୋଇନଥିବାରୁ ଟଳିଲା ଅଘଟଣ..

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କେଲୋ ଡ୍ୟାମ ପରିଦର୍ଶନ..

ବିଚାରପତିଙ୍କ ସହ ଉଭୟ ରାଜ୍ୟର ଜଳ ସମ୍ପଦ ଅଧିକାରୀ ସାମିଲ.. କ୍ଷେତ୍ର ପରିଦର୍ଶନ କରି ଦିଲ୍ଲୀ ଫେରିଗଲେ ଟ୍ରିବ୍ୟୁନାଲ ସଦସ୍ୟ..

ନୂଆଦିଲ୍ଲୀ : ୨୪ ଘଣ୍ଟାରେ ଦେଶରେ ଆଉ ୩,୭୨୦ ଆକ୍ରାନ୍ତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୧୭୭କୁ ବୃଦ୍ଧି..

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories