www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଦିନକୁ କେତୋଟି ଅଣ୍ଡା, ଶରୀର ପାଇଁ ଲାଭଦାୟକ !

ପୌଷ୍ଟିକ ଭୋଜନ ମଧ୍ୟରୁ ଅଣ୍ଡା ହେଉଛି ଅନ୍ୟତମ । ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ । ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ଆୟରନ ଓ ଫସଫରସ ମିଳିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଅଣ୍ଡା ଶରୀର ପାଇଁ ହାନିକାରକ ମଧ୍ୟ ହୋଇ ପାରେ ।
ଅଣ୍ଡାର କେଶର ବା ହଳଦିଆ ଅଂଶ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟର ମାତ୍ରା ବଢିବାର ସମ୍ଭାବାନା ରହିଥାଏ । ତେଣୁ ଆସନ୍ତୁ ଜାଣିବା ଗୋଟି ଦିନରେ କେତେଟି ଅଣ୍ଡା ଖାଇବା ଦ୍ବାରା ଶରୀରରେ କୋଲେଷ୍ଟର ବୃଦ୍ଧି ନ ହୋଇ ନିୟନ୍ତ୍ରିତ ରହିଥାଏ ।

ଦିନକୁ ଦୁଇଟି ଅଣ୍ଡା ଖାଇବା ଉଚିତ୍ । ହେଲେ ତା’ଠାରୁ ଅଧିକ ଅଣ୍ଡା ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ । ଅଣ୍ଡାରେ ୧୮୫ ଏମଜି କୋଲେଷ୍ଟର ରହିଥାଏ । ହେଲେ ଗୋଟିଏ ଦିନରେ ଶରୀରକୁ କେବଳ ୩୦୦ ଏମଜି କୋଲେଷ୍ଟରର ଆବଶ୍ୟକୀୟ ପଡିଥାଏ ।

- Advertisement -

ଅଧିକ ଅଣ୍ଡା ଖାଇବା ଦ୍ବାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ । ଯାହା ଫଳରେ ପେଟ ବଥା ହେବାର ଆଶଙ୍କା ବଢି ଯାଇଥାଏ ।

ଅଣ୍ଡାକୁ ସିଝାଇ, ଫ୍ଲାଏ କରି ବା ତରକାରୀ କରି ଖାଇ ପାରିବେ । ହେଲେ ସିଝା ଅଣ୍ଡା ଶରୀର ପାଇଁ ସବୁଠୁ ଉତ୍ତମ ଅଟେ ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories