ଚଳିତ ବର୍ଷ ୧୮ ଫେବ୍ରୁଆରୀ ୨୦୨୩ରେ ମହାଶିବରାତ୍ରୀ ପାଳନ ହେଉଛି। ତେବେ ମହାଶିବରାତ୍ରୀରେ ରାଶି ଅନୁଯାୟୀ ଜାଣନ୍ତୁ କେଉଁ ଜିନିଷ ଅର୍ପଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ମହୁ ଓ ଆଖୁ ରସ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଦହି ଓ ଚନ୍ଦନ ଅର୍ପଣ କରନ୍ତୁ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ଦୁବ ଓ ଦୁଦୁରା ଫୁଲ ଅର୍ପଣ କରନ୍ତୁ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର ଓ ମହୁ ଅର୍ପଣ କରନ୍ତୁ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ମହୁ ଓ ଆଖୁ ରସ ଅର୍ପଣ କରନ୍ତୁ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ଦୁବ ଓ ଦହି ଅର୍ପଣ କରନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର, ଦହି ଓ ମିଶ୍ରି ଅର୍ପଣ କରନ୍ତୁ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଆଖୁ ରସ, ମହୁ ଓ କ୍ଷୀର ଅର୍ପଣ କରନ୍ତୁ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର ଓ ମହୁ ଅର୍ପଣ କରନ୍ତୁ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ଗଙ୍ଗାଜଳରେ ଗୁଡ ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ଦହି କିମ୍ବା ଆଖୁ ରସ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର,ମହୁ ଓ ଆଖୁ ରସ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।



