www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ସୂର୍ଯ୍ୟ ପରାଗ… ଓଡ଼ିଶାରେ ଅପରାହ୍ଣ ୪ଟାରେ ଆଂଶିକ ଭାବେ ହେବ ଦୃଶ୍ୟମାନ… ସୂର୍ଯ୍ୟ ଉଦୟ ପୂର୍ବରୁ ପାକ ନିଷେଧ… ଦେବ ନୀତି ବନ୍ଦ… ଗତ ରାତି ୧୨ଟା ପରଠାରୁ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି… ଖାଲି ଆଖିରେ ସୂର୍ଯ୍ୟ ନଦେଖିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ…

ଧାମନଗର ପାଇଁ ଅଣ୍ଟା ଭିଡ଼ିଲେଣି ନେତା… ଆସନ୍ତାକାଲିଠୁ ଉପନିର୍ବାଚନ ପାଇଁ ଜମିବ ପ୍ରଚାର… ବିଜେପି ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ… ବିଜେଡି ମଧ୍ୟ ହେଲାଣି ସଜବାଜ… ପ୍ରଚାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ସେପଟେ କଂଗ୍ରେସ ଓ ସ୍ୱାଧୀନ ମଧ୍ୟ ଭୋଟରଙ୍କୁ ମନାଇବାକୁ କରୁଛନ୍ତି ଉଦ୍ୟମ…

- Advertisement -

ସାଉଥ ସିନେମାରେ ନଜର ଆସିବେ ପୂର୍ବତନ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନି .. ସାକ୍ସିଙ୍କ ଫିଲ୍ମ ପ୍ରଡକ୍ସନ୍ ହାଉସ୍ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ପତ୍ନୀ ଏଣ୍ଟ୍ରି କରିବାକୁ ଯାଉଛନ୍ତି

ବାଂଲାଦେଶରେ ‘ସିତ୍ରାଙ୍ଗ’ ରଚୁଛି ଧ୍ୱଂସର ତାଣ୍ଡବ; ଉପୁଡିଲା ବଡ଼ବଡ଼ ଗଛ ଭାଙ୍ଗୁଛି ଘର, ଗଲାଣି ୭ଜଣଙ୍କ ଜୀବନ

ନିଆଳି : ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର .. ଅଡସପୁର ସ୍ଥିତ ଘରୋଇ ହଷ୍ଟେଲରୁ ମୃତଦେହ ଉଦ୍ଧାର, ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ

ବ୍ରହ୍ମପୁର : ରୁଷିକୁଲ୍ୟାରେ ଭାସିଗଲେ ୨ ଭାଇ .. ସାନ ଉଦ୍ଧାର.. ବଡ ନିଖୋଜ.. ପୁରୁଷୋତ୍ତମପୁର ଷୋଳଘର ନିକଟରେ ଗାଧୋଇବା ବେଳେ ଭାସିଗଲେ

ଆସିକା : ବାପାକୁ ଛୁରି ଭୁସି ନୃଶଂସ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ  ..  ବିଳମ୍ବିତ ରାତିରେ ପଢାଳ ଗାଁରେ ବୀଭତ୍ସ ହତ୍ୟା ..କାରଣ ଅସ୍ପଷ୍ଟ

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories