www.samajalive.in
Wednesday, December 10, 2025
18.1 C
Bhubaneswar

କେଭି ମବିଦ୍ୟାଳୟରେ ପିଜି କମର୍ସ ଗୃହ ଉଦ୍‌ଘାଟନ କଲେ ବିଧାୟକ

କଂଟାବାଞ୍ଜି: କଂଟାବାଞ୍ଜି କେଭି ମହାବିଦ୍ୟାଳୟ ପରିସରରେ ପିଜି କମର୍ସର ଏକ ନୂତନ ଗୃହର ଉଦ୍‌ଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଛନ୍ତି। ବିଧାୟକ ପାଣ୍ଠିରୁ ଏହି ଗୃହ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିବା ବେଲେ ଅନ୍ୟ ସମସ୍ତ ଖର୍ଚ୍ଚ କଲେଜ କରିଛି। ତେବେ ଏ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ଏଥିରେ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଅଧ୍ୟକ୍ଷତା କରିଥିଲେ। କଲେଜ ପାଇଁ ବିଧାୟକ ଅନେକ ଅନୁଦାନ ଦେଇ ଉନ୍ନତି ମୂଲକ କାମରେ ସହଯୋଗ କରୁଥିବାରୁ ତାଙ୍କ ଧନ୍ୟବାଦ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଲୋହିତାକ୍ଷ ଯୋଷୀ, ଦେବେନ୍ଦ୍ର ମେହେର, ଡ ସଂଜୟ କୁମାର ମିଶ୍ର, ଦିନବନ୍ଧୁ କର, ଭଗବାନ ପଧାନ, କରୁନା ନାଏକ, ଜଶୋବନ୍ତ ନାରାୟଣ ମିଶ୍ର, ଅଧ୍ୟାପିକା ନମିତା ମିଶ୍ର, ସବିତା ମହାପାତ୍ର ଉପସ୍ଥିତ ରହିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories