କାମାକ୍ଷାନଗର: ଆମ୍ବେଦକର ମୂଳନିବାସୀ ଦଳିତ ସେବା ସଂଘ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଜୟନ୍ତୀରେ ସେବା ସଂଘର ସଭାପତି ଭିକାରି ଚରଣ ନାୟକ ଅଧ୍ୟକ୍ଷତା କରି ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେବା ଓ ତ୍ୟାଗର ପ୍ରତୀକ ଥିଲେ ଗୋପବନ୍ଧୁ ବୋଲି ମାତବ୍ୟକ୍ତ କରିଥିଲେ l ପ୍ରସନ୍ନ କୁମାର ନାୟକ, ଗୌତମ ପଧାନ, ରାଜେନ୍ଦ୍ର ବେହେରା, ଡାକ ନାୟକ ପ୍ରମୁଖ ଗୋପବନ୍ଧୁଙ୍କର ସ୍ମୁତି ଚାରଣ କରିଥିଲେ l ସମ୍ପାଦକ ଚନ୍ଦ୍ରମଣି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l
Popular Categories



