www.samajalive.in
Wednesday, December 10, 2025
18.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେଡି… ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ କରିବ ପଦଯାତ୍ରା… ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବ କାର୍ଯ୍ୟକ୍ରମ… ସହରାଞ୍ଚଳରୁ ପଞ୍ଚାୟତ ସ୍ତର ଯାଏ ଚାଲିବେ ବିଜେଡିର ନେତା ଓ କର୍ମୀ… ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ…

(୨) ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା… ଦୋଳବେଦୀ ଛକରେ ରାସ୍ତାରୋକ କଲା ବିଜେପି… ନିମାପଡ଼ା ବିଜେପି ଶାଖା ପକ୍ଷରୁ ରାସ୍ତା ଅବରୋଧ… ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ଦାବି… ସେପଟେ, ଫରେନସିକ୍‌ ଯାଞ୍ଚ ପାଇ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି…

- Advertisement -

(୩) ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟାବହ ଅଗ୍ନିକାଣ୍ଡ… ହସ୍ପିଟାଲ ପରିସରରେ ଥିବା ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ… ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ଉପସ୍ଥିତ ରହିଛି ବୌଦ୍ଧ ପୁଲିସ…

ଶୁଖିଯିବ ଗଙ୍ଗାନଦୀ ! ଦେଖନ୍ତୁ ଭିଡିଓ

(୪) ରାଜ୍ୟରେ କମୁଛି କରୋନା, ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୬୭ ଆକ୍ରାନ୍ତ… ସୁସ୍ଥ ହେଲେ ୧୮୨ ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୨ଜଣ ପଜିଟିଭ୍‌… ବର୍ତ୍ତମାନ ରାଜ୍ୟରେ ୧୪୨୩ଜଣ ରହିଛନ୍ତି ସକ୍ରିୟ ସଂକ୍ରମିତ…

(୫) ଦେଶରେ ୪ ହଜାର ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୩,୨୩୦ ପଜିଟିଭ୍‌… ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୪,୨୫୫ଜଣ ଆକ୍ରାନ୍ତ… ବର୍ତ୍ତମାନ ଦେଶରେ ୪୨,୩୫୮ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା… ପଜିଟିଭିଟି ହାର ରହିଛି ୧.୧୮ ପ୍ରତିଶତ…

(୬) ଏସସିବିରେ ପିଲା ଚୋରି ପ୍ରସଙ୍ଗ… ଘଟଣାରେ ଦମ୍ପତି ଅଟକ… ନବଜାତକୁ ଫେରାଇବାକୁ ଆସିଥିବା ବେଳେ ସ୍ୱାମୀ ଓ ସ୍ତ୍ରୀକୁ ଅଟକ ରଖିଲା ପୁଲିସ… ଭୁଲବସତଃ ପିଲା ବଦଳ ହୋଇଯାଇଥିବା କହିଲେ ଉଭୟ… ସେପଟେ, ଘଟଣାକୁ ଅଶ୍ୱୀକାର କଲେ ଏସସିବି ପ୍ରଶାସନିକ ଅଧିକାରୀ… କହିଲେ ଏମିତି ହୋଇନି ଭୁଲବସତଃ…

(୭) ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ… କାର୍ତ୍ତିକ ବ୍ରତ ନୀତିକାନ୍ତି ଉପରେ ହୋଇପାରେ ଆଲୋଚନା.. ଉଠିପାରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ… ରତ୍ନଭଣ୍ଡାର ଖୋଲିବାକୁ ଗଜପତିଙ୍କୁ ଚିଠି ଲେଖି ଭକ୍ତ ଦାବି କରିଥିବା ସୂଚନା…

(୮) ଏଥର ଓଦା ଓଦା ଦଶହରା… ପୁଣି ବର୍ଷାରେ ଭିଜିବ ଓଡ଼ିଶା… ଅକ୍ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଆହୁରି ୩ ଦିନ ଯାଏଁ ରାଜ୍ୟରେ ଲାଗିରହିବ ବିଜୁଳି ସହ ଘଡଘଡି …୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ…

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories