www.samajalive.in
Monday, December 8, 2025
24.1 C
Bhubaneswar

ସେ ଶ୍ରୀକ୍ଷେତ୍ରର ରିକ୍ସାବାଲା; ଯେତିକି ପ୍ରାପ୍ୟ ସେତିକି ନେବେ ବାକିତକ ଫେରାଇ ଦେବେ, ଦେଖନ୍ତୁ ଏହି ଭିଡିଓ

ପୁରୀ: ନାଁ ତାର ଶ୍ରୀକ୍ଷେତ୍ର । ଆଉ ସେହି ଶ୍ରୀକ୍ଷେତ୍ରର ଏ ହେଉଛନ୍ତି ରିକ୍ସାବାଲା । ଯେତିକି ପ୍ରାପ୍ୟ ସେତିକି ନେବେ । ଆଉ ଯାହା ତାଙ୍କର ନୁହେଁ.. ତାହା ଫେରାଇ ଦେବେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ପୁରୀର ଏହି ରିକ୍ସାବାଲା ମୋଉଷାଙ୍କୁ । ତାଙ୍କ ରିକ୍ସାରେ ବସିଛନ୍ତି ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟିକା ନମିତା ଅଗ୍ରଓ୍ୱାଲ । ଏହି ଭିଡିଓଟି ଚଳିତବର୍ଷ ରଥଯାତ୍ରା ସମୟର ।

ଭିଡିଓରେ ଦେଖିବାକୁ ମିଳୁଛି ଗାୟିକା ନମିତା ଅଗ୍ରଓ୍ୱାଲ ଏକ ରିକ୍ସାରେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ରିକ୍ସା ଚାଳକ ଜଣକଙ୍କୁ ତାଙ୍କ ପ୍ରାପ୍ୟ ୧୦୦ଟଙ୍କା ବଢ଼ାଇ ଦେଉଛନ୍ତି । ଆଉ ରିକ୍ସା ଚାଳକ ଜଣକ ୨୦ଟଙ୍କା ନମିତାଙ୍କୁ ଫେରାଉଛନ୍ତି । ଗାୟିକା ନମିତା ଟଙ୍କା ନନେଇ ଏଥିରେ ମିଠା ଖାଇବେ ବୋଲି ବୃଦ୍ଧ ରିକ୍ସା ଚଳକଙ୍କୁ କହୁଛନ୍ତି । ତାହା ସହ ତାଙ୍କ ଭଜନ ଚାଳକ ମଉଷାଙ୍କୁ ଭଲ ଲାଗେକି ନାଁ ପଚାରି ବୁଝୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories