www.samajalive.in
Wednesday, December 10, 2025
26.1 C
Bhubaneswar

ପୁରାତନ ବିଜ୍ଞାନ ଛାତ୍ରଙ୍କ ସମାବେଶ

କେଶଦୂରାପାଳ: ଆନନ୍ଦପୁର ମହାବିଦ୍ୟାଳୟର ୧୯୮୨ର ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଭୁବନେଶ୍ବର କିଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଅମରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଦୀର୍ଘ ଦିନ ପରେ ବନ୍ଧୁମାନଙ୍କୁ ନିକଟରେ ପାଇ ପୂରୁଣା ଦିନର ସ୍ମତି ସାଉଣ୍ଟିଥିଲେ । ଏହି ସମାବେଶରେ ଶଙ୍କର୍ଷଣ ଜେନା ସ୍ଵାଗତ ଭାଷଣ ଦେଇଥିଲେ । ପୁରାତନ ଛାତ୍ରମାନେ ଆଗାମୀ କାର୍ଯ୍ୟପନ୍ଥା ଓ ମୋ କଲେଜ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ | ଡ . ପ୍ରମିଳା ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅମିୟ ମିଶ୍ର , ଦୀପକ ରାମ ପ୍ରମୁଖ ଯୋଗ ଦେଇଥିଲେ । ଡ . ଦେବାଶିଷ ଭଟ୍ଟାଚାର୍ଯ୍ୟ ଭଜନ ଓ ଗଜଲ ପରିବେଷଣ କରିଥିବା ବେଳେ ଅନ୍ନପୂର୍ଣ୍ଣା ମହାରଣା ଧନ୍ୟବାଦ ଦେଇଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories