www.samajalive.in
Tuesday, December 9, 2025
16.1 C
Bhubaneswar

ସନ୍ଧ୍ୟାରେ ଖୋଲିବ ହାଟପଦା ପାର୍କ

ବଲାଙ୍ଗିର: ବଲାଙ୍ଗିର ପୌରାଧ୍ୟକ୍ଷା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ସ୍ଥାନୀୟ ହାଟପଦାରେ ଥିବା ପାର୍କକୁ ସନ୍ଧ୍ୟା ସମୟରେ ମଧ୍ୟ ଖୋଲା ରଖିବାକୁ ପୌରାଧ୍ୟକ୍ଷା ଲିକା ସାହୁ ଘୋଷଣା କରିଛନ୍ତି। ଏଥିସହିତ ପାର୍କରେ ଥିବା ବିଜୁଳି ସମସ୍ୟା ହେବ ନାହିଁ। ସେଥିପାଇଁ ଇନ୍‍ଭଟର୍‍(ବିକଳ୍ପ ବିଜୁଳି) ସୁବିଧା ସହ ପାର୍କ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଉପସ୍ଥିତିରେ ଖୋଲା ଯାଇଛି। ଯୁବନେତା ଲୋଟସ୍‍ ଷଡଙ୍ଗୀଙ୍କ ସଭାପତିତ୍ୱରେ ପାର୍କ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ କାଉନ୍‍ସିଲର୍‍ ଶମ୍ଭୁ ନାଗ, ପିଙ୍କି କବାଟ, ନନ୍ଦିନୀ ପୋଢ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories