www.samajalive.in
Monday, December 8, 2025
24.1 C
Bhubaneswar

ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବରେ ଅଙ୍ଗଦାନ  

ନୀଳଗିରି: ନୀଳଗିରି ଏନଏସିର ପୂର୍ବତନ ଉପାଧ୍ୟକ୍ଷା ତଥା ୭ନଂ ୱାର୍ଡ଼ କାଉନସିଲର କମଳାମଣି ପରିଡ଼ା ଏବଂ ତାଙ୍କ ପୁଅ ତଥା ବାଲେଶ୍ୱର ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ଅଙ୍ଗଦାନ କରିଥିବା ଜଣାଯାଇଛି। ଏନେଇ ଉଭୟ ମାଆ, ପୁଅ ଏବଂ ଅନ୍ୟ ୨୦ଜଣ ମଧ୍ୟ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ଅଙ୍ଗରେ କାହା ଜୀବନ ବଞ୍ଚି ପାରିଲେ ବିଜୁ ଶ୍ରାଦ୍ଧୋତ୍ସବର ସଫଳତା ମିଳିବ ବୋଲି ତାପସ କହିଛନ୍ତି । ଆଗକୁ ଆହୁରି ଏକାଧିକ ଲୋକ ଏଭଳି ମହାନ କାର୍ଯ୍ୟରେ ସାମିଲ ହେବେ ବୋଲି ତାପସ କହିଛନ୍ତି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories