www.samajalive.in
Monday, December 8, 2025
27.1 C
Bhubaneswar

ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ଆଜି ଲକ୍ଷ୍ୟ-ଭିଟର ମୁକାବିଲା

ନୂଆଦିଲ୍ଲୀ: ଭାରତର ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନ ୨୦୨୨ର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲ ମୁକାବିଲାରେ ସେ ବିଶ୍ୱର ଏକନମ୍ବର ଖେଳାଳି ଡେନ୍‍ମାର୍କର ଭିଟର ଆକ୍ସେଲ ସେନ୍‍ଙ୍କୁ ଭେଟିବେ। ଗତରାତିରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସେ ଲିଜି-ଜା ୨୧-୧୩, ୨୧-୧୨ ଏବଂ ୨୧-୧୯ ସେଟରେ ପରାସ୍ତ କରିଛନ୍ତି। ୨୦ ବର୍ଷ ବୟସ୍କ ଲକ୍ଷ୍ୟ ସେନ-ପ୍ରକାଶ ନାଥ, ପ୍ରକାଶ ପାଦୁକୋନ ଏବଂ ପୁଲେଲା ଗୋପୀଚାନ୍ଦଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ସମୟ ପ୍ରାୟ ରାତି ସାଢ଼େ ୮ଟାରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories