ରାଜ୍ୟରେ ୨୪ ଘଣ୍ଟାରେ ୧୦୫ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୧୦୦ ପାର୍ ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ଶହେରେ ସୀମିତ ରହିଥିବା ବେଳେ ୨୪ଘଣ୍ଟାରେ ଆଉ ୧୦୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୧।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୯୫୭କୁ ବୃଦ୍ଧି ପାଇଛି। ୧୨,୭୭,୦୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୪୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 16th March
New Positive Cases: 105
Of which 0-18 years: 22
In quarantine: 64
Local contacts: 41(Details of local contacts will be shared by concerned District)
1. Balasore: 6
2. Bargarh: 2
3. Balangir: 4
4. Boudh: 2
5. Cuttack: 1
6. Deogarh: 1— I & PR Department, Odisha (@IPR_Odisha) March 17, 2022
New recoveries: 111
Cumulative tested: 30057960
Positive: 1286957
Recovered: 1277045
Active cases: 743— I & PR Department, Odisha (@IPR_Odisha) March 17, 2022
୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨, ବାଲେଶ୍ୱରରୁ ୬, ବରଗଡ ୨, ବଲାଙ୍ଗୀର ୪,ବୌଦ୍ଧ ୨, କଟକ ୧, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୬, ଜଗତସିଂହପୁର ୩, ଯାଜପୁର ୫, ଝାରସୁଗୁଡା ୧, କନ୍ଧମାଳ ୨, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୫, କୋରାପୁଟ ୪, ମୟୁରଭଞ୍ଜ ୬, ସମ୍ବଲପୁର ୪, ସୁନ୍ଦରଗଡ ୧୭ ଓ ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.