ସମାଜ କାର୍ଟୁନ

ଜିତୁ: ବୁଝିଲୁ, ମୋର ଗୋଟେ ଅସୁବିଧା ହେଉଛି।
ମିତୁ: କ’ଣ ହେଇଛି କହୁନୁ….?
ଜିତୁ: ମୁଁ ଯେତେବେଳେ ଫୋନ୍‌‌ରେ କଥା ହେଉଛି, ମୋତେ ସାମ୍ନା ଲୋକ ଦେଖାଯାଉନି।
ମିତୁ: ଶୁଣ, ମୋ ଆଖି ଆଗରୁ ତୁ ଏବେ ପଳା। ନଚେତ୍ ପୃଥିବୀରେ ତୋତେ ଆଉ କେହି ଦେଖାଯିବେନି। 

Comments are closed.