www.samajalive.in
Tuesday, December 9, 2025
17.1 C
Bhubaneswar

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଗାଡ଼ି ଉପରକୁ ଢେଲା ମାଡ଼

କଲକାତା : ପଶ୍ଚିମବଙ୍ଗ ଭ।।ରତୀୟ ଜନତା ପାର୍ଟି (ବିଜେପି) ସଭାପତି ଦିଲ୍ଲୀପ ଘୋଷଙ୍କ କାର ଉପରକୁ ସୋମବାର ଆକ୍ରମଣ ହୋଇଛି। ମିଦନାପୁରଠାରେ ପଶ୍ଚିମବଙ୍ଗ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପକ୍ଷରୁ ଘୋଷଙ୍କ ଗାଡ଼ି ଉପରକୁ ପଥର ମାଡ଼ ବିରୋଧରେ ପ୍ରଦର୍ଶନ କରାଯାଇଥିଲା। ଫଳରେ ଯୁବ ମୋର୍ଚ୍ଚାର କେତେକ କାର୍ଯ୍ୟକର୍ତ୍ତାଙ୍କୁ ମଙ୍ଗଳବାର ପୁଲିସ୍‍ ହେପାଜତକୁ ନେଇଛି। ଏହି ଆକ୍ରମଣ ପଛରେ ଟିଏମ୍‍ସି କାର୍ଯ୍ୟକର୍ତ୍ତାଙ୍କ ହାତ ମଧ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ଏଥିରେ ବିଜେପିର ୧୦ କାର୍ଯ୍ୟକର୍ତ୍ତା ଖଣ୍ଡିଆଖାବରା ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories