www.samajalive.in
Wednesday, December 10, 2025
18.1 C
Bhubaneswar

ଓମିକ୍ରନ୍‍ ପାଇଁ ବାହାରିଲା ଭ୍ୟାକ୍ସିନ୍‍

ପୁଣେ: କରୋନା କାୟା ଭିତରେ ଖୁସି ଖବର । ଓମିକ୍ରନକୁ ମାତଦେବାକୁ ବାହାରିଲା ଭ୍ୟାକ୍ସିନ୍‍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଓମିକ୍ରନ ପାଇଁ ଭାରତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଛି । ପୁଣେର ଔଷଧ ନିର୍ମାତା ଜେନୋଭା ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ଓମିକ୍ରନ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନ୍ ଖୁବଶୀଘ୍ର ହ୍ୟୁମ୍ୟାନ୍ ଟ୍ରାଏଲ୍ ଆରମ୍ଭ ହେବ । ଏହାର ନାମ ରହିଛି ଓମିକ୍ରମ୍ ଭାରିଆଣ୍ଟ୍-ସ୍ପେଶିଫିକ୍ ଭ୍ୟାକ୍ସିନ୍ । ତେବେ ଏହାର ଦୁଇଟି ପର୍ୟ୍ୟାୟ ଟ୍ରାୟଲ ସରିଛି । ଶେଷ ପର୍ୟ୍ୟାୟର ଟ୍ରାଏଲ ପାଇଁ ଅପେକ୍ଷାରେ ରହିଛି । ଭାରତ ସରାକର ଏହାକୁ ମଞ୍ଜୁରୀ ପ୍ରଦାନ କଲେ ଏହା ଟ୍ରାୟଲ କରାଯିବ । ସୂଚନା ମୁତାବକ, ଏହି ଭ୍ୟାକ୍ସିନ ଶକ୍ତିଶାଳୀ । ଆମ ଶରୀରର ଆଣ୍ଟିବଡ଼ି ସୃଷ୍ଟି କରିବାରେ ଏହା ବହୁ ସହାୟକ ହେବ ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories