www.samajalive.in
Wednesday, December 10, 2025
18.1 C
Bhubaneswar

ଜି.ଉଦୟଗିରି ଉପଖଣ୍ଡ ବିଦ୍ୟୁତ ଉପଭୋକ୍ତା ଏଣିକି ପାଇବେ ୨୪ଘଣ୍ଟିଆ ବିଦ୍ୟୁତ ସେବା

ଜି.ଉଦୟଗିରି: ଚଳିତ ମାସ ୨୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଫୁଲବାଣୀ ଆସିଥିବା ବେଳେ ଜି.ଉଦୟଗିରିଠାରେ ୪୦.୫୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୩୨/୩୩ କେଭି ଶକ୍ତି ସମ୍ପର୍ଣ୍ଣ ସବ୍ ଷ୍ଟେସନକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଫଳରେ ବିଦ୍ୟୁତ ସରବରାହର ଲୁଚକାଳି ଖେଳ ବନ୍ଦ ହେବା ସହ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍‌ ଓ ଅନଲାଇନ ସେବା ଆଉ ବାଧାପ୍ରାପ୍ତ ହେବନାହିଁ। ଏଥି ସହ ଏନଏସି ପକ୍ଷରୁ ଏବଂ ସାଂସଦ ପାଣ୍ଠିରୁ ପ୍ରଦତ୍ତ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଯଦ୍ବାରା କି ଉପଖଣ୍ଡ ବିଦ୍ୟୁତ ଉପଭୋକ୍ତା ମହଲରେ ଖୁସିର ଲହରୀ ଖେଳିଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories