www.samajalive.in
Wednesday, December 10, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଏସସିଓ ବୈଠକ: ଇମ୍ରାନଙ୍କ ଉପସ୍ଥିତିରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ମୋଦି

ହୀରାକୁଦରୁ ମୋଟ ୨୮ଟି ଫାଟକ ଦେଇ ଜଳ ନିଷ୍କାସିତ ହେଉଛି

- Advertisement -

ରାଜ୍ୟରେ ଆଉ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୭ ଜଣ

ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୭ ଓ କଟକରେ ୮୭ ଜଣ ଚିହ୍ନଟ

ଦେବଗଡରେ ୨, ଢେଙ୍କାନାଳ ୯, ଜଗତସିଂହପୁର ୧୩, ଯାଜପୁର ୨୯ ଓ ଝାରସୁଗୁଡାରେ ୧୧ ଜଣ ଚିହ୍ନଟ ହୋଇଛନ୍ତି

କେନ୍ଦ୍ରାପଡାରେ ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୬୧, କୋରାପୁଟ ୪ ଓ ମାଲକାନଗିରିରେ ଜଣେ ଚିହ୍ନଟ

ମୟୁରଭଞ୍ଜ ଜିଲାରେ ୭, ନୟାଗଡ ୭, ପୁରୀ ୧୮, ରାୟଗଡା ୬ ଓ ସମ୍ବଲପୁର ଜିଲାରେ ୬ ଜଣ ଚିହ୍ନଟ

ସୋନପୁର ଜିଲାରେ ଜଣେ, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ

ରାଜ୍ୟରେ ଦିନକରେ ୫୬୧ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୯୬୩ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଦିନକରେ ୩୦,୫୭୦ କରୋନା ସଂକ୍ରମିତ; ୪୩୧ ମୃତ

କେବଳ କେରଳରୁ ଗୋଟିଏ ଦିନରେ ୧୭,୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ୨୦୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୭,୩୨୫କୁ ବୃଦ୍ଧି

ସେମାନଙ୍କ ମଧ୍ୟରୁ ୩,୨୫,୬୦,୪୭୪ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୩,୪୨,୯୨୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଦେଶରେ ରହିଛନ୍ତି

ବୁଧବାର ସଂଧ୍ୟା ସୁଦ୍ଧା କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୩,୯୨୮କୁ ବୃଦ୍ଧି

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ଆଫଗାନିସ୍ତାନରେ ପୁନଃ ଗୋଷ୍ଠୀବଦ୍ଧ ହେଉଛନ୍ତି ଅଲ କାଏଦା ଆତଙ୍କି

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories