www.samajalive.in
Sunday, December 7, 2025
13.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା

ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ; ୬ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୩ ଜିଲାକୁ ହଳଦିଆ ଚେତାବନୀ ,ସତର୍କ ରହିବାକୁ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ପରାମର୍ଶ

- Advertisement -

ପଞ୍ଜଶିରରେ ତାଲିବାନ ବିରୋଧରେ ଲଢୁଥିବା ନର୍ଦର୍ଣ୍ଣ ଆଲାଏନ୍ସର ମୁଖପାତ୍ର ଫହିମ ଦସ୍ତି ନିହତ; ଯୁଦ୍ଧବିରତି ସହ ତାଲିବାନ ଫେରିଯିବାକୁ ଆହ୍ୱାନ ଦେଲା ନର୍ଦର୍ଣ୍ଣ ଆଲାଏନ୍ସ

ଇରାକର କିରକୁକ ନିକଟରେ ୧୩ ପୁଲିସ କର୍ମଚାରୀଙ୍କୁ ହତ୍ୟାକଲେ ଆଇଏସଆଇଏସ ଆତଙ୍କି

ରାଜ୍ୟରେ ଆଉ ୬୦୯ କରୋନା ସଂକ୍ରମିତ ଚିହ୍ନଟ

ସଂଗରୋଧରୁ ୩୫୪ ଓ ସ୍ଥାନୀୟ ସଂକ୍ରମିତ ୨୫୫

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨୨ ଜଣ

ଅନୁଗୁଳ ଜିଲାରେ ୧୨, ବାଲେଶ୍ୱର ୩୧, ବରଗଡ ୯, ଭଦ୍ରକ ୧୮ ଓ ବଲାଙ୍ଗିରରେ ୪ ଜଣ ଚିହ୍ନଟ

କଟକ ଜିଲାରେ ୧୧୩, ଦେବଗଡ ୪, ଢେଙ୍କାନାଳ ୮, ଗଜପତି ୧, ଗଞ୍ଜାମ ୫ ଓ ଜଗତସିଂହପୁର ଜିଲାରେ ୨୨ ଜଣ ଚିହ୍ନଟ

ଯାଜପୁରରେ ୩୧, ଝାରସୁଗୁଡା ୫, କେନ୍ଦ୍ରାପଡା ୧୩, କେନ୍ଦୁଝର ୮ ଓ ଖୋର୍ଦ୍ଧାରେ ୧୮୮ ଜଣ ଚିହ୍ନଟ ହୋଇଛନ୍ତି

କୋରାପୁଟରେ ୬, ମାଲକାନଗିରି ୧, ମୟୁରଭଞ୍ଜ ୨୧, ନବରଙ୍ଗପୁର ୫, ନୟାଗଡ ୫, ପୁରୀରେ ୨୨ ଜଣ ଚିହ୍ନଟ

ରାୟଗଡାରେ ୭, ସମ୍ବଲପୁର ୧୬, ସୋନପୁର ୨, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୪୫ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୭୬୩ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୯୯୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ରାଜ୍ୟରେ ୨୪ ଘଣ୍ଟାରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ୩୮,୯୪୮ ନୂଆ ସଂକ୍ରମିତ ଚିହ୍ନଟ; ୨୧୯ ମୃତ

କେବଳ କେରଳରେ ଦିନକ ମଧ୍ୟରେ ୨୬,୭୦୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

କେରଳରେ ଦିକରେ ୭୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ

ଦେଶରେ ମୋଟ ୩,୩୦,୨୬,୬୨୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୨୧,୮୧,୯୯୫ ଜଣ ସୁସ୍ଥ ହୋଇସାରିଛନ୍ତି

ଦେଶରେ ସଂପ୍ରତି ୪,୦୪,୮୭୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୦,୭୫୨କୁ ବୃଦ୍ଧି

ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା

ସମୁଦ୍ରରେ ଭାସି ଯିବାବେଳେ ୨ ପର୍ଯ୍ୟଟକ ଉଦ୍ଧାର ; ଜଣେ ମୃତ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories