www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଉତ୍ତର ପ୍ରଦେଶର ସମସ୍ତ ୪୦୩ ଆସନରେ ଲଢିବ ଆପ୍‍

ଆଫଗାନିସ୍ତାନରେ ଆବଶ୍ୟକ ସ୍ଥଳେ ଡ୍ରୋନରୁ ଆକ୍ରମଣ ହେବ: ପେଣ୍ଟାଗନ

- Advertisement -

ପୁଣି ବୃଦ୍ଧି ପାଇଲା ଅଣସବସିଡି ଘରୋଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ସଂକ୍ରମଣ ; ୨୪ ଘଣ୍ଟାରେ ଆଉ ୪୧,୯୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୧୦,୮୪୫କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୬୦ ଆକ୍ରାନ୍ତଙ୍କ ମୃତ୍ୟୁ ;  ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୯,୦୨୦ ; ମୃତ୍ୟୁ ହାର ୧.୩୪%

ଦିନକରେ ଆଉ ୩୩,୯୬୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୯,୯୩,୬୪୪ ସୁସ୍ଥ ; ଆରୋଗ୍ୟ ହାର ୯୭.୫୧%

୩,୭୮,୧୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୧୫%

ଦିନକରେ ଆଉ ୧,୩୩,୧୮,୭୧୮ ଟିକା ନେଇଥିବା ବେଳେ ମୋଟ ୬୫,୪୧,୧୩,୫୦୮ ଟିକା ନେଇ ସାରିଛନ୍ତି

ଦିନକରେ ଆଉ ୧୬,୦୬,୭୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୫୨,୩୧,୮୪,୨୯୩ ନମୁନା ପରୀକ୍ଷା

ବିଧାନସଭାରେ ଆରମ୍ଭ ମୌସୁମୀ ଅଧିବେଶନ

ଆଫଗାନିସ୍ତାନ ଛାଡିବା ବୁଦ୍ଧିମାନର ନିଷ୍ପତ୍ତି, ସର୍ବୋତ୍ତମ ନିଷ୍ପତ୍ତି- ବାଇଡେନ

ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

କଟକ ଜିଲାରେ ୫ ଓ ଜଗତସିଂହପୁର ଜିଲାରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ଯାଜପୁର ଜିଲାରେ ୪, କେନ୍ଦୁଝର ଜିଲାରେ ୬ ଓ ପୁରୀ ଜିଲାରେ ୫ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡା ଜିଲାରେ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଝାରସୁଗୁଡା, ଅନୁଗୁଳ, ବଲାଙ୍ଗିର, ମୟୁରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୭୧୯ କରୋନା ସଂକ୍ରମିତ

ସଂଗରୋଧରୁ ୪୨୨ ଓ ସ୍ଥାନୀୟ ସଂକ୍ରମିତ ୨୯୭

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨୫ ଜଣ

ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୧୯, ବଲାଙ୍ଗିର ୩, ବଉଦ ୬ ଓ କଟକ ଜିଲାରେ ୮୯ ଜଣ ଚିହ୍ନଟ

ଦେବଗଡରେ ୯, ଢେଙ୍କାନାଳ ୧୪, ଗଞ୍ଜାମ ୫, ଜଗତସିଂହପୁର ୨୩, ଯାଜପୁର ୨୭, ଝାରସୁଗୁଡା ୨, କଳାହାଣ୍ଡି ୩ ଓ କନ୍ଧମାଳ ଜିଲାରେ ୪ ଜଣ ଚିହ୍ନଟ ହୋଇଛନ୍ତି

କେନ୍ଦ୍ରାପଡାରେ ୨୮, କେନ୍ଦୁଝର ୧୩, ଖୋର୍ଦ୍ଧା ୨୫୯, କୋରାପୁଟ ୩, ମାଲକାନାଗିରି ୨, ମୟୁରଭଞ୍ଜରୁ ୩୦ ଜଣ ଚିହ୍ନଟ

ନବରଙ୍ଗପୁରରେ ୧, ନୟାଗଡ ୧୧, ପୁରୀ ୧୪, ରାୟଗଡା ୨, ସମ୍ବଲପୁର ୧୨, ସୋନପୁର ୨, ସୁନ୍ଦରଗଡ ୧୯ ଏବଂ ଷ୍ଟେଟପୁଲରୁ ୫୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ରାଜ୍ୟରେ ୭୬୨ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୭୧୫୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories