www.samajalive.in
Tuesday, December 9, 2025
17.1 C
Bhubaneswar

ସଂଘର୍ଷମୟ ଜୀବନ ଓ ଆର୍ଥିକ ସଙ୍କଟରୁ ମୁକ୍ତି ଚାହୁଁଥିଲେ, ଜନ୍ମାଷ୍ଟମୀରେ କରନ୍ତୁ ଏହି ୫ ଉପାୟ

ଯଦି ଆପଣଙ୍କ ଜୀବନ ଅଧିକ ସଂଘର୍ଷମୟ ଅଟେ ଏବଂ ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜନ୍ମାଷ୍ଟମୀ ଅବସର​‌ରେ ଏହି ୫ଟି ଉପାୟ କରନ୍ତୁ ।  ଯାହା ଦ୍ବାରା ଭଗବାନ କୃଷ୍ଣଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନ ସୁଖମୟ ହେବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଉପାୟ କ’ଣ ?

ତୁଳସୀ ଜଳ: ଗଭବାନ କୃଷ୍ଣଙ୍କ ତୁଳସୀ ଜଳ ଅତି ପ୍ରିୟ । ତେଣୁ ଭୋଗ ଲଗାଇବା ସମୟରେ କାହ୍ନାକୁ ତୁଳସୀ ଜଳ ଅବଶ୍ୟ ଅର୍ପଣ କରନ୍ତୁ ।ଲହୁଣୀ

- Advertisement -

ମିଶ୍ରି: ଲହୁଣୀ ମିଶ୍ରି ବାଲ୍ ଗୋପାଳଙ୍କୁ ବହୁତ ପସନ୍ଦ । ଜନ୍ମାଷ୍ଟମୀ ଅବସର​‌ରେ ଲହୁଣୀ ମିଶ୍ରି ଭୋଗ ଲଗାନ୍ତୁ । ଏହା ଦ୍ବାରା କାହ୍ନା ଖୁବ୍ ପ୍ରସନ୍ନ ହୋଇଥାନ୍ତି ।

ହଳଦିଆ ଫଳ: ଭଗବାନ କୃଷ୍ଣଙ୍କୁ ହଳଦିଆ ରଙ୍ଗର ଫଳ ପ୍ରସାଦ ରୂପେ ଅର୍ପଣ କରନ୍ତୁ । ଏହା ଦ୍ବାରା ଶ୍ରୀକୃଷ୍ଣ ପ୍ରସନ୍ନ ହେବା ସହ ଧନ-ଦୌଲତ ପ୍ରାପ୍ତି ହୋଇଥାଏ ।


ମୟୁରପଙ୍ଖ: ମୟୁରପଙ୍ଖ ଭଗବାନ କୃଷ୍ଣଙ୍କ ମୁକୁଟରେ ଅବଶ୍ୟ ଲଗାନ୍ତୁ । ଆପଣଙ୍କୁ କୃଷ୍ଣଙ୍କ ବିଶେଷ କୃପା ପ୍ରାପ୍ତି ହେବ ।


ହଳଦିଆବସ୍ତ୍ର: ପିତାମ୍ବରୀ ବସ୍ତ୍ର କାହ୍ନାଙ୍କ ବହୁତ ପ୍ରିୟ ଅଟେ । ତେଣୁ କାହ୍ନାଙ୍କୁ ହଳଦିଆ ରଙ୍ଗ ବସ୍ତ୍ର ଅବଶ୍ୟ ପିନ୍ଧାନ୍ତୁ । ଏହା ଦ୍ବାରା ଆପଣଙ୍କ ମନୋସ୍କାମନା ନିଶ୍ଚୟ ପୂରଣ ହେବ ।

ଏହି ୫ଟି ଉପାୟଟି ଉପାୟ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆପଣ ଘରର ମନ୍ଦିର ବା ପୂଜାସ୍ଥାନରେ ବା ଯେକୌଣସି ମନ୍ଦିରରେ ଏହି ୫ଟି ପାଦାର୍ଥ କାହ୍ନାଙ୍କୁ ଅର୍ପିତ କରିପାରିବେ । ଯେଉଁଠାରେ ଯନ୍ମାଷ୍ଟମୀ ଅତି ଭକ୍ତି ଭାବରେ ପାଳନ କରାଯାଉଥିବ ।
ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ସ୍ପର୍ଶ କରନ୍ତୁ ।
ଭଗବାନଙ୍କ ଶ୍ରୀକୃଷ୍ଣଙ୍କୁ ଅର୍ପିତଣ କରିବା ସମସ୍ତ ଜିନିଷକୁ ପ୍ରଥମେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ।
ସବୁ ଜିନିଷକୁ ଡାହାଣ ଦାତରେ ଅର୍ପଣ କରନ୍ତୁ ।
ତୁଳସୀ ଜଳ, ଲହୁଣୀ ମିଶ୍ରି ଓ ହଳଦିଆ ଫଳକୁ ପ୍ରସାଦ ରୂପେ ଅଧିକରୁ ଅଧିକ ଲୋକ ମଧ୍ୟରେ ବାଣ୍ଟନ୍ତୁ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories