www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଡିଜିପିଙ୍କ ନିକଟରେ ଛତିଶିଗଡର ୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

- Advertisement -

ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି

ବାଲେଶ୍ବର ଜିଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଆଫଗାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚାଳକଙ୍କୁ ସତର୍କ ସୂଚନା ଜାରି

ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ

ଅନ୍‍ ଲାଇନରେ ଆସିଥିବା ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ;  ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି,ଉପ-ରାଷ୍ଟ୍ରପତି ଅନ୍ୟ ବିଶିଷ୍ଟ ବ୍ୟକ୍ତି

ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି

ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୧,୬୪୨ ; ମୃତ୍ୟୁହାର ୧.୩୪%

ଦିନକରେ ଆଉ ୩୫,୯୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୧୧,୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୪୮%

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୧,୯୪୭ ; ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୯%

୨୪ ଘଣ୍ଟାରେ ୧୧,୮୧,୨୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୪୮,୦୫,୬୫୨ ନମୁନା ପରୀକ୍ଷା କରାଯାଇଛି

ଦିନକରେ ୧୭,୪୩,୧୧୪ ଟିକା ନେଇଥିବା ବେଳେ ଏଯାଏଁ ୫୪,୫୮,୫୭,୧୦୮ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ସମ୍ବଲପୁର ଜିଲାରୁ ସର୍ବାଧିକ ୧୨; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ;  ସଂଗରୋଧରୁ ୫୦୭ ଏବଂ ସ୍ଥାନୀୟ ସଂକ୍ରମିତ ୩୬୧

ରାଜ୍ୟରେ ଦିନକ ମଧ୍ୟରେ ୧୦୪୩ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୭୮୨୪୦

ସଂପ୍ରତି ରାଜ୍ୟରେ ୧୦୧୮୭ ଜଣ ସକ୍ରିୟ ସଂକ୍ରମିତ

କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ; ତିନି ଦଶନ୍ଧିର ସମ୍ପର୍କ ତୁଟାଇଲେ

‘ବିନା ବାଧାରେ ତାଲିବାନଙ୍କର କାବୁଲ ଦଖଲ ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବେ ରହିବ’

ଆଫଗାନ ପ୍ରସଙ୍ଗରେ ବାଇଡେନଙ୍କ ଇସ୍ତଫା ଦାବି କଲେ ଡୋନାଲଡ ଟ୍ରମ୍ପ

ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର

ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ

ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧି

ରକ୍ତପାତ ଏଡ଼ାଇବାକୁ ମୁଁ ଦେଶ ଛାଡ଼ିଲି – ଅଶରଫ ଘନି

ବାଣିଜ୍ୟିକ ଉଡାଣ ପାଇଁ କାବୁଲ ବିମାନବନ୍ଦର ବନ୍ଦ

ତାଲିବାନ ନେତା ମୁଲ୍ଲା ଅବଦୁଲ ଘାନି ବାରାଦାର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ଘୋଷିତ

ବିନା ବିତର୍କରେ ସଂସଦରେ ବିଲ୍ ମଞ୍ଜୁରୀ ନେଇ ପ୍ରଧାନ ବିଚାରପତିଙ୍କ ଉଦବେଗ

ଆଫଗାନିସ୍ତାନ ସରକାରଙ୍କ ଆତ୍ମସମର୍ପଣ: ଇସ୍ତଫା ଦେଲେ ଆଫଗାନିସ୍ତାନର ରାଷ୍ଟ୍ରପତି, ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories