www.samajalive.in
Tuesday, December 9, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ଶାରଳା , ବାବା ଗୋରଖନାଥ, ଧବଳେଶ୍ୱରଙ୍କ ମନ୍ଦିର

ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୬ କରୋନା ରୋଗୀଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୧୯, ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୩୦୨

- Advertisement -

ଅଲିମ୍ପିକ୍ସ ମହିଳା ହକି; ଗ୍ରେଟ ବ୍ରିଟେନ ଠାରୁ ଭାରତ ୪-୩ ଗୋଲରେ ପରାସ୍ତ ; କାଂସ୍ୟ ପଦକ ପାଇଁ ଚାଲିଥିବା ମ୍ୟାଚ

ଗୋଟିଏ ଦିନରେ ରାଜ୍ୟରେ ୧୨୦୮ ନୂଆ ସଂକ୍ରମିତ ଚିହ୍ନଟ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୦୨ ଏବଂ ସ୍ଥାନୀୟ ସଂକ୍ରମିତ ୫୦୬

ଦିନକରେ ୧୬୫୨ କରୋନା ରୋଗୀ ସୁସ୍ଥ ; ସଂପ୍ରତି ରାଜ୍ୟରେ ୧୩୦୦୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଥମୁନି ଡେଙ୍ଗୁ : ୭ ଦିନରେ ୩୨୨ ଚିହ୍ନଟ ; ଗୁରୁବାର ବିଏମ୍‌ସି ଅଞ୍ଚଳରୁ ୩୪ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ମୋଟ ରୋଗୀଙ୍କ ସଂଖ୍ୟା ୭୯୫

ବିଚକ୍ଷଣ ଶିଶୁ ପ୍ରତିଭା ଅନିକେତ : ଅନ୍ୟକୁ ଅନୁକରଣ କରିବାରେ ଓସ୍ତାଦ

କରୋନା ମହାମାରୀ ସମୟରେ ରାଜ୍ୟର ୯,୧୨୮ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହୋ​ଇଛନ୍ତି

ଆଫଗାନ ସଙ୍କଟ ଉପରେ ରୁଷ ଡାକିଲା ବୈଠକ; ବାଦ ପଡିଲା ଭାରତ

ଦେଶରେ ୨୪ ଘଣ୍ଟାରେ ୪୪,୬୪୩ ନୂଆ କରୋନା ସଂକ୍ରମିତ 

ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ସହିତ ବଢୁଛି ତୃତୀୟ ଲହର ଆଶଙ୍କା

ସେହି ସମୟରେ ୪୧,୦୯୬ ଜଣ ସୁସ୍ଥ

ଦେଶରେ ଏପର୍ୟ୍ୟନ୍ତ ମୋଟ ୩,୧୦,୧୫,୮୪୪ ଜଣ କରୋନାରୁ ସୁସ୍ଥ 

ଦେଶରେ ସଂପ୍ରତି ୪,୧୪,୧୫୯ ଜଣ ସକ୍ରିୟ କରୋନା ରୋଗୀ 
ଆରୋଗ୍ୟ ହାର ୯୭.୩୬%  ;  ଦୈନିକ ସଂକ୍ରମଣ ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୧%

ଗୁରୁବାର ସଂଧ୍ୟାସୁଦ୍ଧା ୪୭.୬୫ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୪୯.୫୩ କୋଟି ପାନ ଟିକା ଦିଆଯାଇଛି

ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଲା ଓଆଇସି; ସ୍ୱତନ୍ତ୍ର ପାହ୍ୟା ପୁନଃ ବାହାଲ କରିବାକୁ କହିଲା 

ଭାରତର ଦୃଢ ନିନ୍ଦା; ଏଭଳି ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କହିଲା ବୈଦେଶିକ ମନ୍ତ୍ରଣାଳୟ

ଆଜି ୧୫୦ ମିନିଟ୍‌ ବନ୍ଦ ରହିବ ଏସବିଆଇ ଇଣ୍ଟରନେଟ୍‌ ଗ୍ରାହକ ସେବା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories