www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ମହାରାଷ୍ଟ୍ରରେ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ଡେଲଟା ପ୍ଲସରେ ଏଯାଏଁ ୩ ମୃତ

- Advertisement -

ଦେଶରେ ୨୪ ଘଣ୍ଟାରେ ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ପଜିଟିଭ ସଂଖ୍ୟା ୩,୦୧,୮୩,୧୪୩କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୪,୪୯୩

ଦିନକରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୯୩,୦୮୫ ସୁସ୍ଥ ; ଆରୋଗ୍ୟ ହାର ୯୬.୭୨%

ଦିନକରେ ୬୧,୧୯,୧୬୯ ଟିକା ନେଇଥିବା ବେଳେ ମୋଟ ୩୧,୫୦,୪୫,୯୨୬ ମୋଟ ଟିକା ନେଇ ସାରିଛନ୍ତି

୫,୯୫,୫୬୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଗୋଟିଏ ଦିନରେ ରାଜ୍ୟରୁ ନୂଆ ୩୫୫୪ ଜଣ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬

ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍‌ର ସଫଳ ପରୀକ୍ଷଣ

ପ୍ରି- କ୍ବାର୍ଟର ପର୍ୟ୍ୟାୟ ଆଜିଠାରୁ : ୱେଲ୍‌ସ-ଡେନ୍‌ମାର୍କ, ଇଟାଲୀ-ଅଷ୍ଟ୍ରିଆ ଲଢ଼େଇ

କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

କୋପା ଆମେରିକା ଫୁଟବଲର ଗ୍ରୁପ-ଏର କ୍ବାର୍ଟର ଫାଇନାଲ ସ୍ପଷ୍ଟ ; କ୍ବାର୍ଟରରେ ପାରାଗୁଏ,ଉରୁଗୁଏ, ଚିଲି

ପଶ୍ଚିମବଙ୍ଗର କାସବା ଅଞ୍ଚଳରେ ନକଲି ଟିକାକରଣ ; ନକଲି ଆଇଏଏସ୍‌ ଗିରଫ

ଟିକାକରଣ ଟପିଲା ୧.୧୧ କୋଟି

ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ : ୧୨ ଜିଲାରେ ପ୍ରବଳ ବର୍ଷିବ

ବ୍ରହ୍ମପୁରରେ ସ୍ବତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା

ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଲିଟର ଦର ଛୁଇଁଛି ୧୦୦ ଟଙ୍କା

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories