www.samajalive.in
Thursday, December 11, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ତୃତୀୟ ଫେଜ୍ କ୍ଲିନିକାଲ ଟ୍ରାଏଲ ପରେ ଭାରତ ବାୟୋଟେକର ଦାବି, କୋଭାକ୍ସିନ ଟୀକା ୭୭.୮% ଫଳପ୍ରଦ
୨. ସିବିଏସଇ ଓ ଆଇସିଏସଇ ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ୍, ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଏକାଧିକ ମାମଲା ଖାରଜ
୩. ଦେଶରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ସହଜ ନୁହେଁ ବୋଲି କହିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍‌
୪. କରୋନା ତୃତୀୟ ଲହର ସମୟରେ ଏହାର ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ ଦେଖାଦେବାର ସମ୍ଭାବନା ରହିଥିବା କହିଲେ ବିଶେଷଜ୍ଞ
୫. ଅକ୍ଟୋବର ମାସ ବେଳକୁ କରୋନାର ତୃତୀୟ ଲହର ଉର୍ଦ୍ଧ୍ବରେ ରହିବା ନେଇ ଆକଳନ କରିଛି ଆଇଆଇଟି କାନପୁର
୬. କରୋନା ତୃତୀୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି
୭. ୧୦ ଦେଶରେ କରୋନାର ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଓ ୮୦ ଦେଶରେ ଡେଲ୍‌ଟା ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା
୮. ଭାରତ ସମେତ ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଚୀନ ଓ ରୁଷ୍‌ରେ ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛି ହୋଇଥବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି
୯. ଭାରତରେ ୨୨ଟି ଡେଲ୍‌ଟା ପ୍ଲସ୍ କେସ୍ ଚିହ୍ନଟ, ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗା ଜିଲ୍ଲାରେ ୧୬ କେସ୍ ଚିହ୍ନଟ
୧୦. କୋଭିଡ୍ କଟକଣା ଭିତରେ କେନ୍ଦୁଝର ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ସେବାୟତଙ୍କ ଘଣ୍ଟ ନାଦ ଓ ଦୀପ ଦାନ

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories