www.samajalive.in
Monday, December 8, 2025
24.1 C
Bhubaneswar

ସୁସ୍ଥ ହେଲେ ଆଉ ୫୦୮୨ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪

ଭୁବନେଶ୍ୱର : ରାଜ୍ୟରେ ରବିିବାର ଆଉ ୫୦୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୫୪, କଟକରୁ ୪୭୫, ବାଲେଶ୍ୱରରୁ ୩୯୨, ମୟୂରଭଞ୍ଜରୁ ୨୮୭, ଯାଜପୁରରୁ ୨୬୭, ଅନୁଗୋଳରୁ ୨୫୧, ସୁନ୍ଦରଗଡରୁ ୨୪୮, ଭଦ୍ରକରୁ ୨୪୪, ପୁରୀରୁ ୨୩୪, ଜଗତସିଂହପୁରରୁ ୧୯୪ ଏବଂ ରାୟଗଡାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

- Advertisement -

ସେହିପରି ଢେଙ୍କାନାଳରୁ ୧୫୧, ବୌଦ୍ଧରୁ ୧୪୭, ନୟାଗଡ଼ରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡ଼ରୁ ୧୨୪, ସୁବର୍ଣ୍ଣପୁରରୁ ୧୦୯, କୋରାପୁଟରୁ ୯୬, ମାଲକାନଗିରିରୁ ୯୨, କନ୍ଧମାଳରୁ ୬୨, ସମ୍ବଲପୁରରୁ ୬୧, କେନ୍ଦ୍ରାପଡ଼ାରୁ ୫୯, ନବରଙ୍ଗପୁରରୁ ୫୩, କଳାହାଣ୍ଡିରୁ ୪୮, ଗଜପତିରୁ ୪୬, ଗଞ୍ଜାମରୁ ୩୦ ଓ ବଲାଙ୍ଗୀରରୁ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ରୁ ୨୬, ଝାରସୁଗୁଡାରୁ ୨୪, ନୂଆପଡ଼ାରୁ ୧୮ ଏବଂ ଷ୍ଟେଟ ପୁଲରୁ ୧୨୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪ରେ ପହଞ୍ଚିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories