www.samajalive.in
Monday, December 8, 2025
27.1 C
Bhubaneswar

କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ

ବ୍ରାସିଲିଆ/ରିଓ ଡି ଜେନେରୋ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ‘ଏ’ର ୨ୟ ମ୍ୟାଚରେ ପାରାଗୁଏ ୩-୧ ଗୋଲରେ ବଲିଭିଆକୁ ପରାସ୍ତକରି ଅଭିଯାନ ଆରମ୍ଭ କରିଛି। ୧୦ ମିନିଟରେ ବଲିଭିଆ ଆଗୁଆ ହୋଇଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ପାରାଗୁଏ ୩ଟି ଗୋଲ୍‌ଦେଇ ବିଜୟୀ ହୋଇ ୩ ପଏଣ୍ଟ ହାସଲ କରିଛି।

ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଗ୍ରୁପ୍ ‘ଏ’ର ଏକ ମ୍ୟାଚରେ ଆର୍ଜେଣ୍ଟିନା ଓ ଚିଲି ମଧ୍ୟରେ ମୁକାବିଲା ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇ ଖାତା ଖୋଲିଛନ୍ତି। ବିଶ୍ବପ୍ରସିଦ୍ଧ ଖେଳାଳି ଲିଓନେଲ ମେସିଙ୍କ ଦର୍ଶନୀୟ ଗୋଲ୍‌ ବଳରେ ଆର୍ଜେଣ୍ଟିନା ଆଗୁଆ ହୋଇଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଚିଲି ଗୋଲ୍‌ ସୁଝାଇ ଦେଇଥିଲା।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories