www.samajalive.in
Thursday, December 11, 2025
23.1 C
Bhubaneswar

ଅପରାହ୍ନ ୩ଟା ସୁଦ୍ଧା ମୁଖ୍ୟ ଖବର (୨୯ ମେ ୨୦୨୧)

ଦେଶ/ବିଦେଶ ଖବର

– ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡର ଚ୍ୟାଲେଞ୍ଜ: କହିଲା-କେଉଁ ଡାକ୍ତରଖାନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧ ବ୍ୟବହାର କରୁଛନ୍ତି କୁହନ୍ତୁ

- Advertisement -

– କରୋନାର ଉତ୍ପତ୍ତିକୁ ନେଇ ଚୀନ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ସହ ବିଶ୍ଵାସଘାତ କରିଛି: ବିଶେଷଜ୍ଞ

– ଅଲୀଗଡ଼ ବିଷାକ୍ତ ମଦମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି

– ବ୍ରିଟେନରେ ୩ୟ ତରଙ୍ଗ ବିପଦ ଘନେଇଲା, ଦ୍ରୁତଗତିରେ ବଢ଼ୁଛି ବି.୧.୬୧୭.୨ ଭାରିଆଣ୍ଟ ସଂକ୍ରମଣ

– ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

– ଦେଶରେ ନୂଆ ସଂକ୍ରମିତ ୧.୭୩ ଲକ୍ଷ; ଆରୋଗ୍ୟ ହାର ୯୦.୮୦ %

– ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

– ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

କାନାଡ଼ା ସଂସଦର ଭିଡିଓ କନ୍‌ଫରେନ୍ସିଂ ସମୟରେ ପରିଶ୍ରା କରୁଥିବା ନଜର ଆସିଲେ ସାଂସଦ

– ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା; ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଲାଗୁକଲା ଜରିମାନା

– ୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

– ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

– ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ

– ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’, ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାରେ

ରାଜ୍ୟ ଖବର

– କରୋନାରେବୁର୍ଲା ଭୀମସାରର ଦନ୍ତ ବିଭାଗ ମୁଖ୍ୟ ପ୍ରଫେସର ଅନୁପ ଶତପଥୀଙ୍କ ଦେହାନ୍ତ

– ବାରହା ଫାଶରେ ଲାଗି ନାବାଳିକା ଗୁରୁତର, ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗ୍ରାମର ଘଟଣା

– ରାଜ୍ୟରେ ୭୧୮୮ ନୂଆ ସଂକ୍ରମିତ ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

– ରାଜ୍ୟରେ ଆଉ ୩୫ ସଂକ୍ରମିତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୨୬୮୬

– ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

– ପହିଲାରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ

– ନବୀନଙ୍କ ପଞ୍ଚମ ପାଳିର ଆଜି ୨ ବର୍ଷ ପୂର୍ତ୍ତି

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories