www.samajalive.in
Thursday, December 11, 2025
23.1 C
Bhubaneswar

ଦାମ୍ପତ୍ୟ ଜୀବନରେ ହସଖୁସି ଭରି ରଖେ ଏହି ଟିପ୍ସ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଆମେ ବାସ୍ତୁଶାସ୍ତ୍ରରେ ଅନେକ ପ୍ରକାର ନିୟମ ରହିଛି। ଘରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ। ବାସ୍ତୁଶାସ୍ତ୍ରର ନିୟମ କିଛି ମାନିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଦୁରେଇ ପାରିବା। ଶୋଇବା ଘରେ ଫୁଲ ଓ ଛୋଟ ପିଲାଙ୍କ ଫଟୋ ଲଗାଇବା ଉଚିତ। ଆସନ୍ତୁ ଜାଣିବା ଶୋଇବା ଘରେ କେଉଁ ନିୟମ ମାନିବା ଉଚିତ।
ବିବାହିତ ବ୍ୟକ୍ତି ଖୁସିରେ ରହିବା ପାଇଁ ଶୋଇବା ଘରେ ଯୋଡା ପକ୍ଷୀଙ୍କର ଫଟୋ ଲଗାନ୍ତୁ। ଏହା ସହ ରାଧାକୃଷ୍ଣଙ୍କର ଫଟୋ ମଧ୍ୟ ଲଗାଇ ପାରିବେ। ଶୋଇବା ଘରେ କେବେ ବି ହନୁମାନଙ୍କ ଫଟୋ ଲଗାନ୍ତୁ ନାହିଁ।  ନକାରାତ୍ମକ ଦର୍ଶାଉ ଥିବା ଫଟୋ ଲଗାନ୍ତୁ ନାହିଁ।
ବିବାହିତ ବ୍ୟକ୍ତିଙ୍କ ଶୋଇବା ଘରର ଝରକା ପାଖରେ ଖଟ ରଖନ୍ତୁ ନାହିଁ। ଏମିତି ଶୋଇବା ଦ୍ୱାରା ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ। ନକାରାତ୍ମକ ଶକ୍ତି ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।
ବିବାହିତ ବ୍ୟକ୍ତିଙ୍କ ଶୋଇବା ଶେଯ ସର୍ବଦା ସଫା ରହିବା ଉଚିତ। ଶେଯ ଖରାପ ହେବା ମାତ୍ରେ ସଜାଡି ଦିଅନ୍ତୁ। ଶେଯରେ ହାଲକା ରଙ୍ଗର ବେଡସିଟ ବ୍ୟବହାର କରନ୍ତୁ। ବେଡସିଟ ଟିକେ ଚିରିବା ମାତ୍ରେ ତାକୁ ବଦଳାଇ ଦିଅନ୍ତୁ।
ଖଟ ତଳେ କୌଣସି ଜିନିଷ ରଖନ୍ତୁ ନାହିଁ। ଖଟର ତଳ ସର୍ବଦା ଖାଲି ରଖନ୍ତୁ କାରଣ ଏହାଦ୍ୱାରା ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ନକାରାତ୍ମକ ଶକ୍ତିର ପ୍ରବେଶକୁ ବାଧା ଦେଇଥାଏ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories