ଭୁବନେଶ୍ବର: ଆଜି ରାଜ୍ୟରେ ୧୧୭୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୧୨୯୯୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୯୪୩, କଟକ ୮୫୨, ଯାଜପୁର ୬୭୯, ସୁନ୍ଦରଗଡ଼ ୬୨୭, ସମ୍ବଲପୁର ୫୩୮, ବଲାଙ୍ଗିର ୫୦୬, ବାଲେଶ୍ବର ୪୭୨, ମୟୂରଭଞ୍ଜ ୪୪୯, ଭଦ୍ରକ ୪୧୪, କୋରାପୁଟ ୩୫୫, ବରଗଡ଼ ୩୫୧, ପୁରୀ ୩୫୦, ନବରଙ୍ଗପୁର ୩୪୨, କଳାହାଣ୍ଡି ୨୭୧, ଜଗତସିଂହପୁର ୨୬୭, ଷ୍ଟେଟପୁଲ ୨୬୬, କେନ୍ଦୁଝର ୨୩୭, ସୋନପୁର ୨୩୬, ଝାରସୁଗୁଡ଼ା ୨୩୧, ଗଞ୍ଜାମ ୨୧୫, ନୟାଗଡ଼ ୨୧୫, ବୌଦ୍ଧ ୧୯୦, ନୂଆପଡ଼ା ୧୮୦, ଢେଙ୍କାନାଳ ୧୬୯, ରାୟଗଡ଼ା ୧୬୫, କେନ୍ଦ୍ରାପଡ଼ା ୧୬୨, ମାଲକାନଗିରି ୧୧୧, ଦେବଗଡ଼ ୧୦୬, କନ୍ଧମାଳ ୭୫ ଓ ଗଜପତିରୁ ୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Another 11769 Covid patients have recovered and are being discharged on 25.05.2021
1732 from Khordha
943 from Anugul
852 from Cuttack
679 from Jajapur
627 from Sundargarh
538 from Sambalpur
506 from Bolangir
472 from Baleswar
449 from Mayurbhanj
414 from Bhadrak
355 from Koraput— H & FW Dept Odisha (@HFWOdisha) May 25, 2021
351 from Bargarh
350 from Puri
342 from Nabarangpur
271 from Kalahandi
267 from Jagatsinghpur
237 from Keonjhar
236 from Sonepur
231 from Jharsuguda
215 from Ganjam
215 from Nayagarh
190 from Boudh
180 from Nuapada
169 from Dhenkanal
165 from Rayagada
162 from Kendrapara— H & FW Dept Odisha (@HFWOdisha) May 25, 2021
111 from Malkangiri
106 from Deogarh
75 from Kandhamal
63 from Gajapati
266 from State PoolThe total recovered cases of Odisha now stand at 612993
— H & FW Dept Odisha (@HFWOdisha) May 25, 2021



