www.samajalive.in
Monday, December 8, 2025
17.1 C
Bhubaneswar

ଖାଦ୍ୟ ସହ ଜଡିତ ଶୁଭଫଳ

ନୂଆ କାର୍ୟ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ୟ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ କାର୍ୟ୍ୟରେ ସଫଳତା ମିଳିଥାଏ। ନୂଆ କାର୍ୟ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ…….
ମେଷ – ଗୁରୁବାର, ସୋରିଷ ପଡ଼ିଥିବା ଖାଦ୍ୟ ଖାଆନ୍ତୁ।
ବୃଷ – ଶନିବାର , ଘିଅ ଖାଆନ୍ତୁ।
ମିଥୁନ – ଶୁକ୍ରବାର , ଦହି ଖାଆନ୍ତୁ।
କର୍କଟ – ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
ସିଂହ – ରବିବାର, ପାନ ଖାଆନ୍ତୁ।
କନ୍ୟା – ବୁଧବାର, ଧନିଆ ଖାଆନ୍ତୁ।
ତୁଳା – ଶୁକ୍ରବାର , ଦହି ଖାଆନ୍ତୁ।
ବିଛା – ରବିବାର, ପାନ ଖାଆନ୍ତୁ।
ଧନୁ – ଗୁରୁବାର, ହଳଦିଆ ରଙ୍ଗର ମିଠା ଖାଆନ୍ତୁ।
ମକର – ସୋମବାର, ଦହି ଓ ଚିନି ଖାଆନ୍ତୁ।
କୁମ୍ଭ – ଶନିବାର, ଘିଅ ଖାଆନ୍ତୁ।
ମୀନ – ବୁଧବାର, ଧନିଆ ଖାଆନ୍ତୁ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories