www.samajalive.in
Monday, December 8, 2025
13.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ଦେଶ/ବିଦେଶ ଖବର

-ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ: ସୁବ୍ରମଣ୍ୟନ ସ୍ବାମୀ

- Advertisement -

– ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଘୋଷଣା

– ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍‌ଚିଟ୍‌, ସିବିଆଇକୁ ମିଳିଲାନି ପ୍ରମାଣ

– ୨୪ରେ ବାତ୍ୟା ରୂପ ନେବ, ୨୬​‌ରେ ସ୍ଥଳଭାଗ ଛୁଇଁବ ‘ୟାସ୍‌’

– ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ

– ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିବାକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମଙ୍କ ଦାବି

– ୨ୟ ତରଙ୍ଗରେ ୪୨୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି

– ଲଦାଖରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୬

– ଭାରତୀୟ କ୍ରିକେଟ ଦଳର କୋଚ୍‌ ହେବେ ଦ୍ରାଭିଡ୍‌ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବେ

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ପ୍ରାଣ ହରାଇଛନ୍ତି।

– ଟିକା ସମସ୍ୟା ପାଇଁ କେନ୍ଦ୍ରକୁ ପରୋକ୍ଷରେ ଦାୟୀ କଲା ସିରମ ଇନଷ୍ଟିଚ୍ୟୁଟ୍‌

– ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ

– ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ

– ୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି

– ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

– ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ

– ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪

– ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା

ରାଜ୍ୟ ଖବର

– ରାଜ୍ୟରେ ଆଖି ବୁଜିଲେ ଆଉ ୨୬ କରୋନା ଆକ୍ରାନ୍ତ

– ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧

– ବାତ୍ୟା ‘ୟାସ’ ଆଶଙ୍କା – ୭୪ ଟ୍ରେନ୍ ବାତିଲ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories