www.samajalive.in
Wednesday, December 10, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ, ରାଜ୍ୟର ସବୁ ଘରୋଇ ଓ ସରକାରୀ କୋଭିଡ ହସ୍ପିଟାଲରେ କାରୀଜୟ କରିବା ୨୪ ଘଣ୍ଟିଆ ହେଲ୍ପ ଡେସ୍କ
୨. ଜୁନ୍ ୧୫ ତାରିଖ ଯାଏଁ ବଢ଼ିଲା କଟକଣା ଅବଧି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା, ସୀମିତ ସେବାୟତଙ୍କୁ ନେଇ ହେବ ଶ୍ରୀଜିଉଙ୍କ ନୀତିକାନ୍ତି
୩. ୩ କୋଟି ୮୦ ଲକ୍ଷ କରୋନା ଟିକା ପାଇଁ ମେ’ ୨୦ରୁ ଅନଲାଇନ ଆବେଦନ ଆରମ୍ଭ, ୨୮ରେ ଖୋଲିବ ଟେଣ୍ଡର
୪. ଭୁବନେଶ୍ବରରେ ଦିନକରେ ୧୩୫୩ କରୋନା ପଜିଟିଭ୍‌, ୯୩୮ ସୁସ୍ଥ
୫. ଶିଶୁପୁତ୍ର ବିକ୍ରି ଅଭିଯୋଗ, ଶିଶୁପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନା ନୟାଗଡ଼ରୁ ଗିରଫ, ବାପା ତପନ ପଲେଇ ଫେରାର
୬. ଘରକୁ ଯାଇ କରୋନା ପରୀକ୍ଷା କରିବ ବିଏମସି, ଜାରି ହେଲା ୧୯୨୯ ନମ୍ବର, ବରିଷ୍ଠ ନାଗରିକଙ୍କୁ ବି ଟିକାକରଣ କେନ୍ଦ୍ରକୁ ନେବ
୭. କରୋନା ଟୀକା ନେଇଥିବା ୯୭.୩୮% ଲୋକ ସଂକ୍ରମଣରୁ ସୁରକ୍ଷିତ – ଗବେଷଣା
୮. ଅଧିକ ଘନୀଭୂତ ହେଉଛି ବାତ୍ୟା ତାଉ-ତେ, ୧୮ ତାରିଖ ସକାଳ ସୁଦ୍ଧା ଛୁଇଁପାରେ ଗୁଜରାଟ ଉପକୂଳ
୯. ଦିଲ୍ଲୀରେ ପୁଣି ଏକ ସପ୍ତାହ ବଢ଼ିଲା ତାଲା ବନ୍ଦ
୧୦. ମାଲକାନଗିରି ବଣ୍ଡା ଘାଟିରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ
୧୧. କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି ଓଡ଼ିଶାରେ ଡ଼ିଏମଇଟିଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ୮ ଜଣିଆ କମିଟି
୧୨. ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୦୭୭, ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି
୧୩. ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଶିଳ୍ପିଗୁରୁ ରଘୁନାଥ ମହାପାତ୍ରଙ୍କ ୨ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ଏମ୍ସ ଅଧିକ୍ଷକଙ୍କ ସୂଚନା
୧୪. ରାଜ୍ୟରେ ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
୧୫. ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୧୮ ହଜାର ୪୫୮, ସକ୍ରିୟ ଆକ୍ରାନ୍ତ ହାର ୧୪.୬୬%
୧୬. ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୦୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୦ ହଜାର ୨୮୪
୧୭. ଦେଶରେ ଆଉ ୩.୬୨ ଲକ୍ଷରୁ ଅଧିକ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୨କୋଟି ୭ ଲକ୍ଷ ୯୫ ହଜାର ୩୩୫, ଆରୋଗ୍ୟ ହାର ୮୪.୨୫% କୁ ବୃଦ୍ଧି
୧୮. ରାଜ୍ୟରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦
୧୯. ରାଜ୍ୟରେ ଆଉ ୧୯ ଜଣଙ୍କ ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
୨୦. ଦେଶରେ କରେନା ପ୍ରତିଷେଧକ ଟିକା ନେଲେଣି ୧୮ କୋଟି ୨୨ ଲକ୍ଷ ୪୭ ହଜାର ୭୯୯, ଓଡ଼ିଶାରେ ୬୬ ଲକ୍ଷ ୬୨ ହଜାର ୯୬୩

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories