ହାଇଦରାବାଦ: କୋଭାକ୍ସିନ୍ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ର ୫୦ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। କମ୍ପାନୀର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଚିତ୍ରା ଇଲା ଏହି ସୂଚନା ଦେଇଛନ୍ତି। କୋଭାକ୍ସିନ୍ ଲୋକଙ୍କ ଜୀବନ ରକ୍ଷା କରୁଥିବା ବେଳେ ଏହାର ପ୍ରସ୍ତୁତକାରୀ କର୍ମଚାରୀ ସଂକ୍ରମିତ ହେବା ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଭାରତ ବାୟୋଟେକ୍ ସମ୍ପ୍ରତି ୧୮ଟି ରାଜ୍ୟକୁ ଟିକା ଯୋଗାଉଛି।
Popular Categories



