ଦେଶରେ କରୋନା ସଂକ୍ରମଣ ସାନି ବୃଦ୍ଧି ପାଇବାରୁ ବମ୍ବେ ଷ୍ଟକ୍ ବଜାର ସୂଚକାଙ୍କ ଓ ନିଫ୍ଟି ସୂଚକାଙ୍କ ଆଜି ପାଖାପାଖି ୧.୮ ପ୍ରତିଶତ ତଳକୁ ଖସିଛି। ବିଶ୍ୱ ଷ୍ଟକ୍ ବଜାରରେ ସୂଚକାଙ୍କ ଉପରକୁ ଉଠିଥିଲା ବେଳେ କୋଭିଡ୍ ମହାମାରୀ ଦ୍ରୁତ ଗତିରେ ମାଡ଼ି ଚାଲିଥିବାରୁ ଦେଶୀୟ ଷ୍ଟକ୍ ବଜାର କ୍ଷତିରେ ଚାଲିଥିବା ଖବର ମିଳିଛି। ବମ୍ବେ ଷ୍ଟକ୍ ବଜାର ସୂଚକାଙ୍କ ୪୮ ହଜାର ତଳେ ବନ୍ଦ ହୋଇଥିବା ବେଳେ ନିଫ୍ଟି ସୂଚକାଙ୍କ ୧୪ ହଜାର ୪୦୦ ତଳେ ବନ୍ଦ ହୋଇଛି
Popular Categories



