ଟିଟିଲାଗଡ଼ : ପେଟ୍ରୋଲିୟମ୍ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପିସିସିର ଆହ୍ୱାନ କ୍ରମେ କଂଗ୍ରେସ ଦକ ଟିଟିଲାଗଡ ଶାଖା ପକ୍ଷରୁ ଆଜି ସକାଳ ୭ ଟାରୁ ସହରରେ ପିକେଟିଂ କରି ଦୋକାନ ବଜାର, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ। ନଗର ସଭାପତି ପ୍ରଭାଶ ବହିଦାରଙ୍କ ନେତୃତ୍ୱରେ ପିସିସି ସଦସ୍ୟ ଡମ୍ବରୁ ଛତ୍ରିଆ, ବିକାଶ ପାଣିଗ୍ରାହୀ, ଅଭିଷେକ ପଟ୍ଟନାୟକ, ଜ୍ଞାନ ସରାଫ, ଜୟସିଂହ ତାଣ୍ଡି, ବିଚିତ୍ର ବାଗ, ଅଲେଖ ବେହେରା ପ୍ରମୁଖ ଶତାଧିକ କର୍ମକର୍ତ୍ତା ସାମିଲ୍।
Popular Categories



