www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ନୂଆ ପ୍ରଭାବ ଜନିତ ପ୍ରତିବନ୍ଧକ ପରେ ଭାରତ-ବ୍ରିଟେନ୍‍ ବିମାନ ସେବା ଆଜିଠାରୁ ଆରମ୍ଭ

ଡିସେମ୍ବର ଶେଷ ସପ୍ତାହରୁ ଭାରତ ଓ ବ୍ରିଟେନ୍‍ ମଧ୍ୟରେ ବନ୍ଦ ହୋଇଥିବା ବିମାନ ସେବା ଆଜିଠାରୁ ପୁନର୍ବାର ଆରମ୍ଭ ହୋଇଛି। ବ୍ରିଟେନରେ କରୋନାର ନୂଆ ଧାରା ବ୍ୟାପିବା ପରେ ସେଠାକୁ ସମସ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଆଜି ବ୍ରିଟେନ୍‍ରୁ ଆସିଥିବା ବିମାନରେ ୨୫୬ ଜଣ ଯାତ୍ରୀ ଆସି ନୂଆଦିଲ୍ଲୀରେ ଅବତରଣ କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତ ଓ ବ୍ରିଟେନ୍‍ ମଧ୍ୟରେ ସପ୍ତାହରେ ୩୦ଟି ବିମାନ ଚଳାଚଳ କରିବ। ଦିଲ୍ଲୀରେ ଆସି ପହଞ୍ଚିଥିବା ଯାତ୍ରୀମାନଙ୍କର ଆବଶ୍ୟକ କୋଭିଡ୍‍ ୧୯ ପରୀକ୍ଷା କରାଯାଉଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories