ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୭୯୮
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୯୮କୁ ବୃଦ୍ଧି ହୋଇଛି। ୪ ଜଣ ମୃତକଙ୍କ ମଧ୍ୟରେ ବରଗଡ, ଖୋର୍ଦ୍ଧା, ମାଲକାନଗିରି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Regret to inform the demise of four numbers of Covid positive patients while under treatment in hospitals.
1.A 35-year-old male of Baragarh district.
2. A 73-year-old male of Bhubaneswar who was also suffering from Hypertension & CVA.
— H & FW Dept Odisha (@HFWOdisha) December 11, 2020
4.A 70-year-old male of Malkangiri district who was also suffering from Diabetes Melitus, Diabetic Nephropathy, Hypertension, Chronic Obstructive Airway Disease & Cerebro Vascular Accident.
— H & FW Dept Odisha (@HFWOdisha) December 11, 2020
Comments are closed.