ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଦୈନିକ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ମଧ୍ୟରେ ରହୁଛି। ଏହାସହ ସ୍ଥାନୀୟ ପଜିଟିଭ ସଂଖ୍ୟା ମଧ୍ୟ କମିଛି। ୨୪ ଘଣ୍ଟାରେ ରାଜ୍ୟରେ ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରୁ ୨୨୧ ଓ ସଙ୍ଗରୋଧ କେନ୍ଦ୍ରରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚିଛି। ୩,୧୦,୫୪୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫,୯୭୧ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 28th November
New Positive Cases: 518
In quarantine: 297
Local contacts: 221(Details of local contacts will be shared by concerned District Administration)
District Wise Cases:
1. Angul: 36
2. Balasore: 26
3. Bargarh: 24
4. Bhadrak: 6
5. Balangir: 37— I & PR Department, Odisha (@IPR_Odisha) November 29, 2020
22. Nuapada: 23
23. Puri: 15
24. Rayagada: 1
25. Sambalpur: 17
26. Sonepur: 4
27. Sundargarh: 52
28. State Pool: 8New recoveries: 802
Cumulative tested: 5863199
Positive: 318307
Recovered: 310549
Active cases: 5971— I & PR Department, Odisha (@IPR_Odisha) November 29, 2020
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୫୨, ମୟୁରଭଞ୍ଜ ୪୯ , କଟକରୁ ୪୫ , ଖୋର୍ଦ୍ଧା ୪୦ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୬, ବାଲେଶ୍ୱର ୨୬, ବରଗଡ ୨୪, ଭଦ୍ରକ ୬, ବଲାଙ୍ଗୀର ୩୭, ଦେଓଗଡ ୧, ଢେଙ୍କାନାଳ ୮, ଗଞ୍ଜାମ ୧୦, ଜଗତସିଂହପୁର ୧୬, ଯାଜପୁର ୧୮, ଝାରସୁଗୁଡ଼ା ୧୬, କଳାହାଣ୍ଡି ୬, କନ୍ଧମାଳ ୪, କେନ୍ଦ୍ରାପଡ଼ା ୧୭, କେନ୍ଦୁଝର ୨୫, କୋରାପୁଟ ୯, ମାଲକାନଗିରି ୪, ନବରଙ୍ଗପୁର ୧, ନୂଆପଡ଼ା ୨୩, ପୁରୀ ୧୫, ରାୟଗଡ଼ା ୧, ସମ୍ବଲପୁର ୧୭, ସୋନପୁର ୪, ଷ୍ଟେଟ ପୁଲରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.