www.samajalive.in
Thursday, December 11, 2025
26.1 C
Bhubaneswar

କଠୋର ହୋଇପାରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟା

ଜିଏସ୍‍ଟି ପରିଷଦ ‘ଲ’ କମିଟିର ଆସନ୍ତାକାଲି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ନୂଆଦିଲ୍ଲୀରେ ହେବ।ବୈଠକରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ଉପରେ ଆଲୋଚନା କରାଯିବ। ଜିଏସ୍‍ଟି ଆଇନରେ ଆବଶ୍ୟକ ଆଇନ୍‍ଗତ ସଂଶୋଧନ ଆଣିବା ପାଇଁ ଅନ୍ୟାନ୍ୟ ଆଇନ୍‍ଗତ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି। ଦେଶବ୍ୟାପୀ ଜିଏସ୍‍ଟି ମିଥ୍ୟା ଇନ୍‍ଭଏସ୍‍ ଜାଲିଆତି ରୋକିବା ପାଇଁ ଅଭିଯାନର ଅଂଶସ୍ୱରୂପ ଏହି ବୈଠକ ଡକାଯାଇଛି।

ଗତ ୪ ଦିନ ଭିତରେ ଜିଏସ୍‍ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଦ୍ୱାରା ୨୫ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ
ପେଶାଦାର ଅଛନ୍ତି ଓ ଏ କ୍ଷେତ୍ରରେ ୩୫୦ଟି ମାମଲା ରୁଜୁ କରାଯାଇଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories