www.samajalive.in
Monday, December 8, 2025
17.1 C
Bhubaneswar

ଭାରତ ବଜାର ପ୍ରବେଶ କଲା ଟାଇମେକ୍ସର ନୂତନ ସ୍ମାର୍ଟ ଓ୍ବାଚ୍

ଟାଇମେକ୍ସ ଭାରତରେ ଏକ ନୂଆ ଫିଟନେସ୍ ବ୍ୟାଣ୍ଡ( ସ୍ମାର୍ଟଓ୍ବାଚ୍) ଲଞ୍ଚ କରିଛି। ଏହି ସ୍ମର୍ଟଓ୍ବାଚର ଡିସପ୍ଲେ ୨.୪ ସେମି। ଯାହାକୁ ଆମେ ଟଚ୍ କରି ବ୍ୟବହାର କରିପାରିବା। ଟାଇମେକ୍ସ ଏହାର ଫିଟନେସ୍ ବ୍ୟାଣ୍ଡ ଉପରେ ପାଞ୍ଚ ଦିନର ବ୍ୟାଟେରି ବ୍ୟାକଅପ୍ ଦାବି କରିଛି। ଏହି ଟାଇମେକ୍ସ ବ୍ୟାଣ୍ଡ ବଜାରରେ ରୋଜ ଗୋଲ୍ଡ ଏବଂ ବ୍ଲାକ୍ ରଙ୍ଗରେ ଉପଲବ୍ଧ।

ଏହି ସ୍ମାର୍ଟ ବ୍ୟାଣ୍ଡ ଷ୍ଟେନ୍ଲେସ୍ ଷ୍ଟିଲ୍ ଏବଂ ସିଲିକନ୍ ଷ୍ଟ୍ରାପ୍ ରହିଛି। ଟାଇମେକ୍ସର ଫିଟନେସ୍ ବ୍ୟାଣ୍ଡର ମୂଲ୍ୟ ୪,୪୯୫ ଟଙ୍କା  ଏବଂ ସମସ୍ତ ରିଟେଲ ଷ୍ଟୋର ତଥା ଟାଇମେକ୍ସର ଅନଲାଇନ୍ ଷ୍ଟୋରରୁ ବିକ୍ରି ଆରମ୍ଭ ହୋଇଯାଇଛି।

- Advertisement -

ଟାଇମେକ୍ସର ଏହି ଫିଟନେସ୍ ବ୍ୟାଣ୍ଡରେ ୨.୪ ସେମିର ଫୁଲ ଟଚ୍ ଡିସପ୍ଲେ ରହିଛି। ଏଥିରେ ଟ୍ରାକିଂ, ମ୍ୟୁଜିକ୍ କଣ୍ଟ୍ରୋଲ୍, ହୃଦସ୍ପନ୍ଦନ ମନିଟରିଂ ଏବଂ ନୋଟିଫିକେସନ ଭଳି ଫିଚର ରହିଛି। ଏହାର ବ୍ୟାଟେରୀକୁ ଥରେ ପୂର୍ଣ୍ଣ ଚାର୍ଜ ହେଲେ ପାଞ୍ଚ ଦିନର ବ୍ୟାକଅପ୍ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ଜଳ ପ୍ରତିରୋଧକ ମଧ୍ୟ ଅଟେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories