www.samajalive.in
Monday, December 8, 2025
27.1 C
Bhubaneswar

ସୀମାପାର ଚୀନ ସୈନ୍ୟକୁ ଫେରାଇଦେଲା ଭାରତ

ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି। ସେହି ସୈନ୍ୟ ଜଣଙ୍କୁ ପୂର୍ବ ଲଦାଖର ଡେମ୍‍ଚୌକ ସେକ୍ଟରରୁ ଗତ ୧୮ ତାରିଖ ଦିନ ଗିରଫ କରାଯାଇଥିଲା। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁସାରେ ସେହି ସୈନ୍ୟଜଣଙ୍କୁ ଆଜି ସକାଳେ ଚୀନ୍‍କୁ ହସ୍ତାନ୍ତର କରାଯାଇଛି।

ପୂର୍ବରୁ ଚୀନ୍‍ ଏହାର ଜଣେ ସୈନ୍ୟ ନିଖୋଜ ହୋଇଯାଇଥିବା ବିଷୟରେ ଭାରତକୁ ଜଣାଇଥିଲା। ସେନାବାହିନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇ ନିଖୋଜ ସୈନ୍ୟ ଜଣଙ୍କୁ ଚୀନକୁ ହସ୍ତାନ୍ତର କରାଯିବା ବିଷୟରେ ଜଣାଇ ଦିଆଯାଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories